ପ୍ରେମିକାକୁ କ୍ୟାନ୍ସର , ଚିକିତ୍ସା ପାଇଁ ନିଟ୍ ଛାତ୍ର ପାଲଟିଲେ ଟ୍ରେନ୍ ଚୋର l Agra GRP Arrests train Thief
Pratidin TV
0:00 / 0:00
ପ୍ରେମିକାକୁ କ୍ୟାନ୍ସର , ଚିକିତ୍ସା ପାଇଁ ନିଟ୍ ଛାତ୍ର ପାଲଟିଲେ ଟ୍ରେନ୍ ଚୋର l Agra GRP Arrests train Thief
745 просмотров · 11 часов назад
Pratidin TV
1,76 млн подписчиков
745 просмотров · 11 часов назад
ପ୍ରେମିକାକୁ କ୍ୟାନ୍ସର ଚିକିତ୍ସା ପାଇଁ , ନିଟ୍ ଛାତ୍ର ପାଲଟିଗଲେ ଟ୍ରେନ୍ ଚୋର l ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପ୍ରେମିକ ନିଜ କ୍ୟାନ୍ସର ପୀଡ଼ିତ ପ୍ରେମିକାର ଚିକିତ୍ସା ପାଇଁ ଟ୍ରେନରୁ ଚୋରି କରିବା ଆରମ୍ଭ କରିଥିଲା l ଆଗ୍ରା କ୍ୟାଣ୍ଟ ଜିଆରପି (GRP) ପୋଲିସ ଚୋରି ଅଭିଯୋଗରେ ଏହି ମୁଖ୍ୟ ଅଭିଯୁକ୍ତ ପ୍ରେମିକ ପୁନୀତ ଏବଂ ତାଙ୍କ ସହଯୋଗୀ ଆକାଶକୁ ଗିରଫ କରିଛି l Agra GRP Arrests NEET Qualified Thief
#AgraGRP #NEETThief #TrainTheft #AgraCrime #UttarPradeshNews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha