Перейти к содержимому

Cancer Treatment ପୂର୍ବରୁ Second Opinion କାହିଁକି ଜରୁରୀ? | Second Opinion in Cancer | Dr Ushashree Das

Precaution For Health

0:00 / 0:00

Cancer Treatment ପୂର୍ବରୁ Second Opinion କାହିଁକି ଜରୁରୀ? | Second Opinion in Cancer | Dr Ushashree Das

1 525 просмотров · 4 дн. назад
Precaution For Health
350 тыс. подписчиков
1 525 просмотров · 4 дн. назад
Cancer ଚିକିତ୍ସା ପୂର୍ବରୁ Second Opinion କାହିଁକି ଜରୁରୀ? କ୍ୟାନସର ଚିହ୍ନଟ ହେବା ପରେ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ Second Opinion ନେବା ଦରକାର କି? ଦ୍ୱିତୀୟ ଡାକ୍ତରଙ୍କ ମତ ନେଲେ ଚିକିତ୍ସା ଯୋଜନା ବିଷୟରେ କ’ଣ ସ୍ପଷ୍ଟତା ମିଳିପାରେ? କେଉଁ ପରିସ୍ଥିତିରେ Second Opinion ନେବା ଉପଯୋଗୀ ହୋଇପାରେ? ଏହି ଭିଡିଓରେ Second Opinion in Cancer Treatment, cancer diagnosis, treatment planning ଏବଂ ଚିକିତ୍ସା ପୂର୍ବରୁ କେଉଁ କଥା ଜାଣିବା ଆବଶ୍ୟକ—ସେ ବିଷୟରେ ସରଳ ଭାବରେ ଆଲୋଚନା କରିଛନ୍ତି: 👩‍⚕️ Dr. Ushashree Das Consultant, Gynecologic Oncology 📌 Bagchi Sri Shankara Cancer Centre & Research Institute IDCO Plot No. A2, Po-Janla, Ps-Info Valley, Info City-II, Mouza-Chandihata, Bhubaneswar, Dist-Khordha, Odisha | 📞 08069659995, 08069659996 କ୍ୟାନସର ଚିକିତ୍ସା ସମ୍ପର୍କରେ ଠିକ୍ ତଥ୍ୟ ଜାଣିବା, ନିଜ ରିପୋର୍ଟ ବୁଝିବା ଏବଂ ଚିକିତ୍ସା ବିକଳ୍ପ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିବା କାହିଁକି ଜରୁରୀ—ଏହି ଭିଡିଓରେ ଜାଣନ୍ତୁ। 👉 ଏହି ଭିଡିଓଟି କ୍ୟାନସର ରୋଗୀ ଓ ପରିବାରବର୍ଗଙ୍କ ପାଇଁ ଉପଯୋଗୀ ହୋଇପାରେ। ⚠️ Disclaimer: ଏହି ଭିଡିଓ କେବଳ ସାଧାରଣ ସ୍ୱାସ୍ଥ୍ୟ ସଚେତନତା ପାଇଁ। ନିଜ ରୋଗ, ରିପୋର୍ଟ ଓ ଚିକିତ୍ସା ପାଇଁ ସର୍ବଦା ଯୋଗ୍ୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। #cancertreatment #secondopinion #cancercare #cancerawareness #gynecologiconcology #cancerdoctor #cancertreatmentindia #odiahealthtips #precautionforhealth #DrUshashreeDas #BagchiSriShankaraCancerCentre ---------------Let’s Stay Connected------------------- Connect with us: Website: https://www.mohealth.co.in​​​​​​​​ Facebook:   / precautionfo....  . Twitter:   / precautionfh​​​​​.  . WhatsApp: https://chat.whatsapp.com/LDqLIwLOfZ0.... Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I