ଶ୍ରୀମନ୍ଦିରରେ ଆଜିର ପବିତ୍ର ଦ୍ୱାରଫିଟା ଓ ସକାଳ ଧୂପ ଆଳତୀ ଦର୍ଶନ
Jay Jagannath Bhakta
0:00 / 0:00
ଶ୍ରୀମନ୍ଦିରରେ ଆଜିର ପବିତ୍ର ଦ୍ୱାରଫିଟା ଓ ସକାଳ ଧୂପ ଆଳତୀ ଦର୍ଶନ
874 просмотра · 3 дн. назад
Jay Jagannath Bhakta
72,2 тыс. подписчиков
874 просмотра · 3 дн. назад
ଆଜି ରବିବାର (25 ଅକ୍ଟୋବର 2026) ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରୁ ପବିତ୍ର ବ୍ରାହ୍ମମୁହୂର୍ତ୍ତର ଦିବ୍ୟ ଦର୍ଶନ। ଏହି ଭିଡିଓରେ ସିଂହଦ୍ୱାର ଫିଟା, ପତିତପାବନଙ୍କ ମଙ୍ଗଳ ଆଳତି, ଧୂପ ଆଳତି, ମଙ୍ଗୁ ମଠ ଦର୍ଶନ ଏବଂ ମା' ବାଟମଙ୍ଗଳା ଓ ମାଉସୀମାଙ୍କ ପବିତ୍ର ଆଳତିର ସମ୍ପୂର୍ଣ୍ଣ ଦର୍ଶନ ଉପଭୋଗ କରନ୍ତୁ।
🌸 ଆଜିର ମୁଖ୍ୟ ଦର୍ଶନ:
ଶ୍ରୀମନ୍ଦିର ସିଂହଦ୍ୱାର ଫିଟା ନୀତି
ଶ୍ରୀ ପତିତପାବନଙ୍କ ମଙ୍ଗଳ ଆଳତି ଓ ଧୂପ ଆଳତି
ମଙ୍ଗୁ ମଠରୁ ମହାପ୍ରଭୁଙ୍କ ଦର୍ଶନ
ମା' ବାଟମଙ୍ଗଳା ଓ ମା' ମାଉସୀମାଙ୍କ ସକାଳ ଆଳତି
ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ମଙ୍ଗଳ କରନ୍ତୁ। ଭିଡିଓଟିକୁ ଲାଇକ୍, ସେୟାର୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ।
#JayJagannathTV #PuriJagannath #Dwaraphita #MangalaAlati #DhupaAlati #Patitapabana #JagannathTemple #DarshanToday
ଶୁଣନ୍ତୁ ଭକ୍ତଙ୍କ ଦିବ୍ୟ ଏବଂ ଅତ୍ୟନ୍ତ ଆବେଗପୂର୍ଣ୍ଣ ଅନୁଭୂତି—ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ଭକ୍ତି ଓ ଅଲୌକିକ ଅନୁଭବର କଥା ଆପଣ ଶୁଣିପାରିବେ ଅନେକ ଭକ୍ତମାନଙ୍କଠୁ |
Please Like, Share and Subscribe to Jay Jagannath Bhakta! 🔔
ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ।
📡 Watch “JAY JAGANNATH TV” on DTH:
==================================
Tataplay – Channel 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=====================================
Also available on all cable networks across Odisha.
📞 Contact : 6372804618 if could not watch our channel
🌐 Follow us on social media for daily LIVE updates and darshan :
=========================================
Facebook: / jayjagannathtv
Instagram: / jayjagannathtv
YouTube: / @jayjagannathtvofficial
Twitter: https://x.com/JayJagannathTV
#JayJagannathBhakta #JagannathTVBhakta #JayJagannathTvBhakta #JayJagannathTvLive #JagannathDhamPuri #JayJagannathTvBhaktaLive #PuriJagannathTemple #ShriJagannathDarshan #MangalAartiLive #JagannathShringar #PuriRathYatraLive #JagannathBhajan #OdishaTempleLive #DailyDarshanPuri #JaiJagannath2025 #JagannathSayanDarshan #PuriMandirAarti #JagannathFlagChange