Перейти к содержимому

ଅପାସୋରା ସେ ପ୍ରେମ voll -2 | APASORA VOLL-2| HUMAN SAGAR |NEW ODIA CHRISTMAS SONG| PRASAD LIMA MUSIC

PRASAD LIMA MUSIC

0:00 / 0:00

ଅପାସୋରା ସେ ପ୍ରେମ voll -2 | APASORA VOLL-2| HUMAN SAGAR |NEW ODIA CHRISTMAS SONG| PRASAD LIMA MUSIC

63 674 просмотра · 9 месяцев назад
PRASAD LIMA MUSIC
63,2 тыс. подписчиков
63 674 просмотра · 9 месяцев назад
FOR BETTER SOUND CLARITY " USE HEADPHONES " FULL STORY VIDEO SONG ....... ଅପାସୋରା Voll - 2.... APASORA VOLL - 2.... ଗୀତର ସମ୍ପୂର୍ଣ୍ଣ ଲେଖା:- ନାହିଁ ମୋ ଯୋଗ୍ୟତା ଆବୋରିଲ ତୁମ ପ୍ରେମେ ମନୁଷ୍ଯ କିଏ ଯେ ମନୋଯୋଗୀ ହେଲ ତୁମେ ତୁମ ପରି ଏ ଜଗତରେ ପ୍ରେମ କିଏ ନ କରିପାରେ (୨ ଥର) - 0 - କି ଦେଇ ମୁଁ ବର୍ଣ୍ଣିବି ସେ ପ୍ରେମ ତୁମ ଏ ଜୀବନେ ମୋ ଓଷ୍ଠାଧାରେ ଆଶିଷର ହସ୍ତ ତୁମ ରହିଥାଉ ଚିରକାଳ ମୋ ମସ୍ତକରେ (୨ ଥର) ତୁମ ବିନା ସବୁ ଅନ୍ଧାର ତୁମ ବିନା ସବୁ ଅସାର ତୁମ ପରି ଏ ଜଗତରେ.... - ୧ - ତୁମରି ସେ ଉପସ୍ଥିତି ମୋର ଏହି ହ୍ରୁଦୟରେ ନିତି ମୁଁ ଚାହେଁ ଭାଙ୍ଗିପଡ଼େ ଯେବେ ମୁଁ ଯେ ଏ ଜଗତେ ତୁମ ବାକ୍ଯ ସାନ୍ତ୍ବନା ଦିଏ (୨ ଥର) ଯୀଶୁ ତୁମେ ଭରସା ମୋର ଯୀଶୁ ତୁମେ ଶକତି ମୋର ତୁମ ପରି ଏ ଜଗତରେ... - ୨ - AUDIO CREDITS :- Music Banner : PRASAD LIMA MUSIC Singer : HUMAN SAGAR Music : PRASAD LIMA Lyrics : TAITAS PAL Music Scoring by : SUBHAM SAMAL (Bapi Flute/Sexophone : Brother AJAY (Bargarh) Live Tabla/ Dholak : TUKUNA PANI (Putasing) Project manager - Sisir Lima Thumblain - SANGRAM PARICHHA Vocal Recording at : Studio MRR, (CUTTACK) Recording / Mastering - SHAKTISWAR MAHAPATRA VIDEO CREDITS :- Story Concept : PRASAD LIMA Lead Roll : PRASAD LIMA,SANTI LATA ,PRIYANSH & SRIYANSHI Negative Roll : PRABHAKAR MISHRA (Ollywood Negative & Commidy Actor) & MADHURI,SISHIR,SONEL,PRINCY,ANGEL & Others DOP/Camera : GOURAV KUMAR Editing: : GOURAV KUMAR Intro Dailog : SISIR LIMA Special thanks : RICKEY , CHANTY & PIYUSH ✴️✴️✴️✴️✴️✴️✴️✴️ ✴️✴️✴️✴️ ଏକ ସତ୍ୟ ଘଟଣା ଉପରେ ଆଧାରିତ ଭିଡ଼ିଓ ✴️✴️✴️✴️✴️✴️✴️✴️✴️✴️✴️✴️ ୧ ଯୋହନ - ୪:୭-୮ ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ବରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ବରଙ୍କଠାରୁ ଜାତ ଓ ଈଶ୍ବରଙ୍କୁ ଜାଣେ। ଯେ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କୁ ଜାଣେ ନାହିଁ, କାରଣ ଈଶ୍ବର ତ ପ୍ରେମ। ଏଥରେ ହିଁ ଈଶ୍ବରଙ୍କ ପ୍ରେମ। ✝️ ସଂକ୍ଷିପ୍ତ ରେ କାହାଣୀର ବିବରଣୀ ✝️ ଅନେକ ବର୍ଷ ପୂର୍ବେ ଜଣେ ଠକ, ଖୁନି, ଗୁଣ୍ଡା ଜମିନ୍ଦାର୍ ପ୍ରଭାକର ମିଶ୍ର ଜଣେ ଅତି ନିରୀହ ପ୍ରଭୁଙ୍କ ସାନ୍ନିଧ୍ୟରେ ଜୀବନ ଯାପନ କରୁଥିବା ଗରିବ ବ୍ୟକ୍ତି ପ୍ରାସାଦ ଲିମା ଙ୍କ ଠାରୁ ଜାଲ୍ ଦସ୍ତଖତ କରାଇ ନେଇ ତାଙ୍କ ଘର ଜମି ସବୁକିଛି ହଡ଼ପ୍ କରି ନିଅନ୍ତି ଏବଂ ନିଜ ଘରେ କଠୋର ଶାସ୍ତି ଦେଈ ହଳିଆ କରି ରଖନ୍ତି.... ଏମିତି ଅଭାବନୀୟ ପରିସ୍ଥିତି ରେ ମଧ୍ୟ ନିରୀହ ଗରିବ ବ୍ୟକ୍ତି କେବେବି ପ୍ରଭୁଙ୍କ ସାନ୍ନିଧ୍ୟରେ ଭାଙ୍ଗି ପଡି ନାହାନ୍ତି ବରଂ ଧନୀ ଜମିନ୍ଦାର୍ ଙ୍କ ମନ ପରିବର୍ତ୍ତନ ପାଇଁ ସର୍ବଦା ପ୍ରାର୍ଥନା କରୁ ଥାଆନ୍ତି..... ଦିନକର ଘଟଣା ଗରିବ ନିରୀହ ବ୍ୟକ୍ତି ଙ୍କ ଘରେ ମୁଠାଏ ଖାଇବା ପାଇଁ ମଧ୍ଯ ହା ହା କାର ହୋଈ ଘରେ ଚାଉଳ ନ ଥିବା ପରିସ୍ଥିତି ମାଡ଼ି ଆସେ.... ସେହିଦିନ ଥାଏ ଜମିନ୍ ଦାର ଙ୍କ ଗେହ୍ଲା ଝିଅ Sonel ଙ୍କ ଜନ୍ମ ଦିନ । ଗରିବ ନିରୀହ ବ୍ୟକ୍ତି ଜଣକ ଙ୍କୁ ମୁଠେ ଖାଇବା ପାଇଁ ମଧ୍ଯ ଜମିନ୍ଦାର୍ ଙ୍କ ଗୃହରେ ଦିନ ସାରା ଦିଆ ଯାଏ ନାହିଁ, କିନ୍ତୁ ଦିନ ତମାମ୍ କାମ କରିବା ପାଇଁ ବାଧ୍ୟ କରାଯାଏ । ଦିନ ସାରା କାମ କରି କିଛି ପଇସା ପାଇଲେ ଘରେ ଚାଉଳ ମୁଠେ କିଣି ପିଲା ଛୁଆ ତଥା ସ୍ତ୍ରୀ ଙ୍କ ପେଟର ଭୋକ ଯେପରି ମେଣ୍ଟାଇ ପାରିବ ଏଥିପାଇଁ ଚିନ୍ତା କରୁ କରୁ ନିରୀହ ବ୍ୟକ୍ତି ଜଣକ ମାଲିକ ଙ୍କ ପାଖକୁ କିଛି ପଇସା ମାଗିବା ପାଇଁ ମାଲିକଙ୍କ ପାଖରେ ଗୁହାରି କରି ବସନ୍ତି.... କିନ୍ତୁ ସବୁ ଦିନ ପରି ସେହି ଜନ୍ମ ଦିନ ମଧ୍ଯ ଛୋଟ cake 🍰 🎂 ବଦଳରେ ଜମିନ୍ଦାର୍ ଙ୍କ ପାଖରୁ ଅନେକ ଗାଳି ଗୁଲଜ, ଲାଥ ମାଡ଼ ମାରି ତାଙ୍କ body guards ମାନେ ବାହାରେ ଅଚେତ ଅବସ୍ଥା ରେ ତାଙ୍କୁ ଫୋପାଡି ଦିଅନ୍ତି ହଠାତ୍ ନିରୀହ ବ୍ୟକ୍ତି ଙ୍କ ହୋସ୍ ଆସୁଥିବା ଅବସ୍ଥା ରେ ଦେଖନ୍ତି ଜମିନ୍ଦାର୍ ଙ୍କ ଅଳି ଅଳି ର ଗେହ୍ଲା ଝିଅ କୁ କେହି ଜଣେ car ରେ accident କରି ଚାଲି ଯାଆନ୍ତି, ଆଉ ଏହି ପ୍ରକାର ର ଯନ୍ତ୍ରଣା ଦାୟକ ଅବସ୍ଥା ରେ ମଧ୍ୟ ଜୀବନକୁ ବାଜି ଲଗାଇ ନିରୀହ ବ୍ୟକ୍ତି ଝିଅ କୁ ମେଡିକାଲ ନେଇ ନିଜ ରକ୍ତ ଦାନ କରି ବଞ୍ଚାଇବା ପାଇଁ ପ୍ରାଣ ପଣ ଚେଷ୍ଟା କରନ୍ତି ପରବର୍ତ୍ତୀ ସମୟରେ ଜମିନ୍ଦାର୍ କୌଣସି ମତେ ଖବର ପାଇ ହସ୍ପିଟାଲ କୁ ଦଉଡ଼ି ଆସନ୍ତି ଆଉ ଝିଅ ର ମରଣ ମୁଖ ଶରୀର ଦେଖି ମର୍ମାହତ ହୋଇ କ୍ରନ୍ଦନ କରନ୍ତି ଆଉ ହସ୍ପିଟାଲ ର ଅନ୍ୟ ଶେଯ ରେ ସେ ଜୀବନ ସାରା ଘୃଣା କରୁଥିବା, ମାରି ବାହାରେ ଫୋପାଡ଼ି ଦେଇଥିବା ତାଙ୍କ ହଳିଆ ଙ୍କୁ ଦେଖି ଆଚମ୍ବିତ ହୋଇ ଯାଆନ୍ତି ଏବଂ ସେଠାରେ ଜାଣିବାକୁ ପାଆନ୍ତି ଯେ ଝିଅକୁ ବଞ୍ଚାଇଥିବା ବ୍ୟକ୍ତି ଜଣକ ଆଉ କେହି ନାହାନ୍ତି ଯାହାର ଜମି ସେ ହଡ଼ପ କରି ଅନେକ ବର୍ଷ କଠୋର ସାସ୍ଥି ଦେଇ ଆସୁଥିବା ତାଙ୍କ ଘରର ସେ ନିରୀହ ମୂଲିଆ...., 😭😭 କାନ୍ଦୁ କାନ୍ଦୁ ଅନୂତପ୍ତ ହୃଦୟରେ ତାଙ୍କୁ ଜାବୁଡ଼ି ଧରନ୍ତି ଏବଂ ପରସ୍ପର ଆଲିଙ୍ଗନ କରନ୍ତି। ଏବଂ ଯେଉଁ ଜମି, ଟଙ୍କା ପଇସା ଦିନେ ହଡ଼ପ କରି ଥିଲେ ସବୁକିଛି ଫେରାଇ ଦେଈ ପ୍ରଭୁଙ୍କ ସନିଧ୍ୟରେ ପୁନର୍ ମିଳିତ ହୋଇ ଆନନ୍ଦରେ ଜୀବନ ଅତି ବାହିତ କରନ୍ତି । ଆଜି ଆମ ଗୌରବ , ଆମ ଗର୍ବ ଆମ ସମସ୍ତଙ୍କ ପ୍ରିୟ ଭାଈ ହ୍ୟୁମାନ୍ ସାଗର୍ ..... ଗୀତଟିକୁ ସୁମଧୁର କଣ୍ଠରେ କଣ୍ଠ ଦାନ କରିଛନ୍ତି କିନ୍ତୁ ଆଜି ଆମ ଗହଣ ରେ ନାହାନ୍ତି ....... ଏହି ଦୁଃଖଦ ପରିସ୍ଥିତି ରେ ତାଙ୍କ ଆତ୍ମା ର ସତ୍ ଗତି ନିମନ୍ତେ ପ୍ରାର୍ଥନା କରୁ କରୁ ତାଙ୍କୁ ଏହି ସୁନ୍ଦର ଗୀତ ମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁ.... ଧନ୍ୟବାଦ୍ #ଅପାସୋରାVoll2 #apasoraVoll2 #Humansagar #PrasdLimaMusic #PrasdLimaMusicNewChristianSong #humansagarnewchristmassong #humansagarnewsong #gospelsongs #DeeptiRekhaSong #ShashankSekharSong #RiturajDeeptirekhaSong #NewMantuchuriaChristianSong #MantuchuriaSambalpurisongs #NewHumanSagarSongs #NewHumanSagarChristianSong #NewAmitPaniChristianSong #NewChristmasSongs #NewYearSongs2021 #BestHindiChristianSongs #KumarBapiSongs #LatestOdiaChristianSongs #LatestHindiChristianSongs #HindiSongs #Gospelsongs #IndianDevotionalSongs #JesusSongs #ChristianSongs #WorshipSongs #HolySpiritSongs #AmitPaniNewSongs #NewOdiachristianDevotionalSongs #NewOdiachristianDevotionalalbum #NewOdiachristianvideoalbum