Перейти к содержимому

ଭୋଜି ଷ୍ଟାଇଲ୍ ଦେଶୀ ଚିକେନ୍ ଝୋଳ 😋 | ଗାଁ ଷ୍ଟାଇଲ୍ ଚିକେନ୍ ତରକାରୀ | Odia Chicken Curry Recipe

Runu's odia kitchen

0:00 / 0:00

ଭୋଜି ଷ୍ଟାଇଲ୍ ଦେଶୀ ଚିକେନ୍ ଝୋଳ 😋 | ଗାଁ ଷ୍ଟାଇଲ୍ ଚିକେନ୍ ତରକାରୀ | Odia Chicken Curry Recipe

92 просмотра · 6 дн. назад
Runu's odia kitchen
140 подписчиков
92 просмотра · 6 дн. назад
ନମସ୍କାର 🙏❤️ ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଭୋଜି ଷ୍ଟାଇଲ୍ ଦେଶୀ ଚିକେନ୍ ଝୋଳ। 😋🍗 ଗାଁ ଷ୍ଟାଇଲ୍‌ରେ ଘରେ ବନାନ୍ତୁ ସୁଆଦିଆ ମସଲାଦାର ଚିକେନ୍ ଝୋଳ। ଆଳୁ ଓ ଦେଶୀ ମସଲାରେ ପ୍ରସ୍ତୁତ ଏହି ଚିକେନ୍ ତରକାରୀ ଭାତ ସହିତ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ତିଆରି କରନ୍ତୁ। ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Share କରନ୍ତୁ ଓ ମୋ ଚ୍ୟାନେଲକୁ Subscribe କରନ୍ତୁ। ❤️ ଆପଣମାନଙ୍କ ଭଲପାଇବା ପାଇଁ ଅନେକ ଧନ୍ୟବାଦ। 🙏 #OdiaChickenCurry #DesiChicken #OdiaRecipe #OdiaChickenCurry #DesiChicken #OdiaRecipe #ChickenJhola #BhojiStyleChicken #VillageStyleChicken #OdiaCooking #ChickenCurryRecipe #DesiChickenCurry #OdiaFood #OdiaRoshei #ChickenMasala #IndianChickenCurry #HomeCooking