Rajadhani Rasulgarhre ୯୦ଦଶକର ବରା | ସନ୍ଧ୍ୟା ହେଲେ ଗହଳି ଜମେ |କାଠ ଚୁଲିରେ ରୋଷେଇ | @SatyajitRoutVlogs
Satyajit Rout Vlogs
0:00 / 0:00
Rajadhani Rasulgarhre ୯୦ଦଶକର ବରା | ସନ୍ଧ୍ୟା ହେଲେ ଗହଳି ଜମେ |କାଠ ଚୁଲିରେ ରୋଷେଇ | @SatyajitRoutVlogs
69 803 просмотра · 4 г. назад
Satyajit Rout Vlogs
823 подписчика
69 803 просмотра · 4 г. назад
ରାଜଧାନୀ ରସୁଲଗଡ଼ ପୂଜା ମଣ୍ଡପ ନିକଟରେ ୧୯୯୬ ମସିହାରୁ ମଉସା ହୃଦାନନ୍ଦ ରାଉତରାୟ ବରା ଦୋକାନ କରିଛନ୍ତି। ତାଙ୍କ ହାତର ସ୍ୱାଦ ନିଆରା। ସନ୍ଧ୍ୟା ହେଲେ ଦୋକାନ ପାଖରେ ଗ୍ରାହକଙ୍କ ଭିଡ଼ ଜମେ। କାଠ ଚୁଲିରେ ହୁଏ ରୋଷେଇ। ଯଦି ଆପଣମାନେ ମଉସାଙ୍କ ବରା, ଚପ୍, ସିଂଗଡ଼ା ଚାହା ଆଦିର ମଜା ନେଇନାହାନ୍ତି। ତେବେ ଖୁବଶୀଘ୍ର ଆସନ୍ତୁ। ମଉସା ଆପଣଙ୍କୁ ଅପେକ୍ଷା କରିଛନ୍ତି।
#SatyajitVlogs #Odisha #Bhubaneswar #Rasulgarh #Hrudanandamousa #Suadiabara
❤️
" ମନ ମୋହୁଛି ସୁବାସ କଫି "
ଲିଙ୍କ୍ 👇
• Subas ଭାଇଙ୍କ ନିଆରା Coffee | ୨ଗ୍ଲାସ କଫି- ସତ...
------------------------------------------------
ମନେ ପଡ଼ିଲା ଗାଁ, ବୈତରଣୀରେ ଦେଖିଲୁ ବନ୍ୟା ପାଣି
ଲିଙ୍କ୍ 👇
• Bohut Dina Pare Gaon Ku Asiliiii || ବୈତରଣୀ...
------------------------------------------------
ବାରବାଟୀରେ କ୍ରେକେଟ ମଜା,ଭାରତ ବନାମ ଦକ୍ଷିଣଆଫ୍ରିକା ଟି୨୦
ଲିଙ୍କ୍ 👇
• Barabati Re Cricket Mazaa || Ind Vs Sa T20...
------------------------------------------------