Перейти к содержимому

ମାଁ ପାଟଣେଶ୍ଵରୀ ଷୋହଳ ପୁଜା, ଡୁଡୁକା || #odiaculture #puja#maaPataneswari #Duduka_diaries

Duduka Diaries

0:00 / 0:00

ମାଁ ପାଟଣେଶ୍ଵରୀ ଷୋହଳ ପୁଜା, ଡୁଡୁକା || #odiaculture #puja#maaPataneswari #Duduka_diaries

645 просмотров · 6 дн. назад
Duduka Diaries
876 подписчиков
645 просмотров · 6 дн. назад
🌺🙏 ଜୟ ମାଁ ପାଟଣେଶ୍ଵରୀ 🙏🌺 ଆମର ଗାଁ ଡୁଡୁକାର ମାଟିରେ ମାଁ ପାଟଣେଶ୍ଵରୀଙ୍କ ପବିତ୍ର ଷୋହଳ ପୂଜା। 🪔🌺 ମାଁଙ୍କର ପୂଜାପାଠ, ଘଣ୍ଟ-ଘଣ୍ଟା, ଧୂପ-ଦୀପ ଆରୁ ଭକ୍ତମାନଙ୍କର ଭକ୍ତିରେ ପୁରା ଗାଁ ହେଇଯାଏ ଭକ୍ତିମୟ। ❤️ ଆମର ମାଟିର ପରମ୍ପରା, ଆମର ସଂସ୍କୃତି ଆରୁ ମାଁଙ୍କର ଆଶୀର୍ବାଦ — ଏଇଟା ହେଉଛେ ଆମର ପରିଚୟ। 🙏 ମାଁ ପାଟଣେଶ୍ଵରୀ ସଭେଙ୍କର ଘରେ ସୁଖ, ଶାନ୍ତି ଆରୁ ମଙ୍ଗଲ ଭରିଦିଅନ୍ତୁ। 🌺 🙏 ଜୟ ମାଁ ପାଟଣେଶ୍ଵରୀ 🙏 📍 ଡୁଡୁକା | Duduka Diaries #ମାଁପାଟଣେଶ୍ଵରୀ #ଷୋହଳପୂଜା #ଡୁଡୁକା #DudukaDiaries #ସମ୍ବଲପୁରୀ #OdiaCulture 📸:- Samsung Galaxy Z Fold7 5G