Перейти к содержимому

ସୁସ୍ଥ କେଶ ପାଇଁ ୫ଟି ଟିପ୍ସ | Tips for Healthy Hair, in Odia | Hair Care | Dr Kishan Kumar Agarwal

Swasthya Plus Odia

0:00 / 0:00

ସୁସ୍ଥ କେଶ ପାଇଁ ୫ଟି ଟିପ୍ସ | Tips for Healthy Hair, in Odia | Hair Care | Dr Kishan Kumar Agarwal

382 614 просмотров · 1 год назад
Swasthya Plus Odia
806 тыс. подписчиков
382 614 просмотров · 1 год назад
#HealthyHair #OdiaHealthTips ବର୍ତ୍ତମାନ ସମୟରେ କେଶ ଝଡ଼ିବା, ଅଳ୍ପ ବୟସରୁ କେଶ ପାଚିବା, ରୁପି ହେବା, କେଶ ରୁକ୍ଷ ହୋଇଯିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ଆମର ଖାଦ୍ୟପେୟ ହୋଇପାରେ, ପ୍ରଦୂଷଣ ହୋଇପାରେ ବା କେଶରେ ଆଇରନ୍‌, କେରାଟିନ୍‌ ବା ଷ୍ଟ୍ରେଟ୍‌ନିଂ ଯୋଗୁଁ ମଧ୍ୟ ହୋଇପାରେ। ଆସନ୍ତୁ, ଆଜି ଏହି ଭିଡିଓରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞଙ୍କ କିଶନ ଅଗରଓ୍ବାଲଙ୍କଠାରୁ କେଶର ଯତ୍ନ କେମିତି ନେବେ ସେ ବିଷୟରେ ଜାଣିବା। ଏହି ଭିଡିଓରେ ରହିଛି, ସୁସ୍ଥ କେଶ ପାଇଁ ୫ଟି ଟିପ୍ସ Taking care of your hair is more important nowadays than ever due to increasing exposure to pollutants, stress, and lifestyle-related challenges. A consistent hair care routine helps protect hair from damage. How to maintain a Healthy Hair? Let's know more from Dr Kishan Kumar Agarwal, a Dermatologist. In this Video, Tips for Healthy Hair, in Odia Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!