Перейти к содержимому

କାହିଁକି ଝଡୁଛି କେଶ? | Tips to avoid Hair Loss/ Hair Fall, in Odia | Dr Kishan Kumar Agarwal

Swasthya Plus Odia

0:00 / 0:00

କାହିଁକି ଝଡୁଛି କେଶ? | Tips to avoid Hair Loss/ Hair Fall, in Odia | Dr Kishan Kumar Agarwal

133 898 просмотров · 1 год назад
Swasthya Plus Odia
806 тыс. подписчиков
133 898 просмотров · 1 год назад
#HairProblems #HairFall #OdiaHealthTips ଆଜିକାଲି କେଶ ଝଡିବା, ଅଳ୍ପ ବୟସରେ କେଶ ପାଚିବା, ଚନ୍ଦା ହୋଇଯିବା ଭଳି ସମସ୍ୟା ବହୁତ ସାଧାରଣ। ଏହାର କାରଣ ଆମର ଖାଦ୍ୟପେୟ, ଷ୍ଟ୍ରେସ୍‌, ପ୍ରଦୂଷଣ ଓ ଅନ୍ୟାନ୍ୟ ରୋଗ। କେଶ ଝଡ଼ିବା ରୋକିବେ କିପରି? ଆସନ୍ତୁ, ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରଓ୍ୱାଲଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, କେଶଜନିତ ସମସ୍ୟା କାହିଁକି ବଢୁଛି? (0:00) ସୁସ୍ଥ କେଶ ପାଇଁ ଘରୋଇ ଉପଚାର (5:14) ମନଇଛା ମେଡିସିନ୍‌ ଖାଆନ୍ତୁ ନାହିଁ (6:32) Hair-related problems are on the rise due to a combination of lifestyle changes, environmental factors, and increasing stress levels. Taking care of your hair is more important nowadays than ever. How to avoid Hair related problems? Let's know more from Dr Kishan Kumar Agarwal, a Dermatologist. In this Video, What are the causes of Hair related problems? in Odia (0:00) Are there any Home Remedies for Healthy Hair? in Odia (5:14) Do not take medicines without a doctor’s prescription, in Odia (6:32) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!