Перейти к содержимому

TUMA GUNA GAIBI | ତୁମ ଗୁଣ ଗାଇବି | NEW ODIA CHRISTIAN SONG | BABUN PANI | AMIT BADANAYAK | FULL VIDEO

SIMIYA DALABEHERA

0:00 / 0:00

TUMA GUNA GAIBI | ତୁମ ଗୁଣ ଗାଇବି | NEW ODIA CHRISTIAN SONG | BABUN PANI | AMIT BADANAYAK | FULL VIDEO

19 626 просмотров · 4 года назад
SIMIYA DALABEHERA
47,5 тыс. подписчиков
19 626 просмотров · 4 года назад
TUMA GUNA GAIBI || ତୁମ ଗୁଣ ଗାଇବି || BABUN PANI || AMIT BADANAYAK || NEW ODIA CHRISTIAN SONG || FULL VIDEO || SIMIYA DALABEHERA ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ ନମସ୍କାର । ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଏକ ଭିନ୍ନ ସ୍ବାଦର ଓ ଶ୍ରୁତି ମଧୁର ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରାଯାଇଛି । ଗୀତର ଲେଖା , ସ୍ବର ସଂଯୋଜନା , ସଙ୍ଗୀତ ପରିଚାଳନା ଓ ଗାୟନ ଶୈଳୀ ଅତ୍ୟନ୍ତ ଚମତ୍କାର ଶୈଳୀରେ ନିର୍ମିତ କରାଯାଇଛି । ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ସହାୟକ ହେବ । ଦେଖିବାକୁ ଭୁଲନ୍ତୁ ନାହିଁ।ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ । Full Lyrics 👇 ତୁମ ଗୁଣ ଗାଇବି ତୁମ ସ୍ତୁତି କରିବି ଜୀବନ ଥିବା ଯାଏ ସେବା କରିବି.... ତୁମ କଥା ଶୁଣିବି ତୁମ ଆଜ୍ଞା ମାନିବି ଯୀଶୁ ତୁମ ପଛେ ଚାଲିବି ....=୦= ତୁମେ ମୋହର ଦୃଢ଼ ଶଇଳ ନିରାଶା ମନେ ଆଶ୍ରୟ ସ୍ଥଳ ତୁମେ ମୋହର ଜୀବନ୍ତ ଜଳ ଦୁର୍ବଳ ପ୍ରାଣେ ଅଟ ଯେ ବଳ ତୁମ ଧ୍ୟାନ କରିବି ତୁମ ପ୍ରେମ ସ୍ମରିବି ତୁମ ନାମ ସଦା ଭଜିବି .....=୧= ତୁମେ ମୋହର ପ୍ରତି ପାଳକ ମୋ ଚଲାପଥେ ଅଟ ଚାଳକ ତୁମେ ମୋହର ଦୃଢ଼ ରକ୍ଷକ ସଙ୍କଟ କାଳେ ଦୁଃଖ ନାଶକ ତୁମ ଠାରେ ରହିବି ତୁମ ଲାଗି ବଞ୍ଚିବି ମନ ପ୍ରାଣ ତୁମକୁ ଦେବି.....=୨= Song Credit: *Song Name - Tuma Guna Gaibi *Singer : Babun Pani *Lyrics - Amit Badanayak *Music Composition : Babun Pani & Bapi Samal *Music - Bapi Samal *Mixed & Mastering By : Somesh Satpathy ( Bhubaneswar ) *Producer - Simiya Dalabehera *Banner - Simiya Dalabehera Music ( SD Music ) *Whatsapp - ( 7608999732 ) Video Credit : Cast - Simiya Dalabehera Edit & Poster - Simiya Dalabehera " SD MUSIC " ଦ୍ବାରା ପ୍ରସ୍ତୁତ " TUMA GUNA GAIBI " ଗୀତର " FULL HD VIDEO ଟି ଯଦି ଭଲ ଲାଗିଥାଏ ତେବେ " SIMIYA DALABEHERA " YouTube channel କୁ like , comment ଏବଂ share କରନ୍ତୁ । ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ର notification ପାଇବା ପାଇଁ " SIMIYA DALABEHERA " YouTube channel କୁ subscribe କରନ୍ତୁ ଏବଂ bell button ନିଶ୍ଚୟ press କରନ୍ତୁ ।। ଧନ୍ୟବାଦ ।। PRAISE THE LORD || #Tumagunagaibi #Babunpani #Amitbadanayak #Simiyadalabehera #latestodiachristiansongs #Odiachristiansong2022 #Amitpanichristiansongs #Humanesagarchristiansong #Bapisamal #Babunpaniodiachristiansong #Newodiachristianvideosong #Amitbadanayakchristiansongs #Humanesagarodiachristiansong #AnanyaSritamNandaOdiaChristianSong #AseemaPandaOdiaChristianSong #odiasong #Kaipagalaparibhuluchu #Kaipagalaparibhuluchuhumansagarchristiansong #Jaganmhonnagchristiansong #Odiachristianworshipsong #Tumagunagaibifullvideosong #HumanSagarSong #bijayamajhiofficial #Odiyachristianvideosong