AKHIRU LUHA JHARUCHI | ଆଖିରୁ ଲୁହ ଝରୁଛି | HUMANE SAGAR | NEW CHRISTIAN SONG 2023 | STUDIO VERSION
SIMIYA DALABEHERA
0:00 / 0:00
AKHIRU LUHA JHARUCHI | ଆଖିରୁ ଲୁହ ଝରୁଛି | HUMANE SAGAR | NEW CHRISTIAN SONG 2023 | STUDIO VERSION
328 292 просмотра · 3 года назад
SIMIYA DALABEHERA
47,5 тыс. подписчиков
328 292 просмотра · 3 года назад
AKHIRU LUHA JHARUCHI | ଆଖିରୁ ଲୁହ ଝରୁଛି | HUMANE SAGAR | NEW ODIA CHRISTIAN SONG | 2023 | STUDIO VERSION
Full Lyrics :
ଆଖିରୁ ଲୁହ ଝରୁଛି ଜଗତକୁ ଦେଖିକି
ଆତ୍ମା ମୋର କାନ୍ଦୁ ଅଛି ସସ୍ତଙ୍କୁ ଦେଖିକି
ସମୟ ବିତୁଛି ଜିବନ ଯାଉଛି
ପରାଣ ହାରୁଛି ସତ୍ୟକୁ ନମାନି
ଆଖିରୁ ଲୁହ ଝରୁଛି ଜଗତକୁ ଦେଖିକି
ଆତ୍ମା ମୋର କନ୍ଦୁ ଅଛି ସସ୍ତଙ୍କୁ ଦେଖିକି
ପ୍ରାଣ ପକ୍ଷୀ ଉଢି ଯିବ ମୋହମାୟାର ଧରାରେ
ଶୁଷ୍କ ଅସ୍ଥି ଦେଖା ଯିବ ଜଗତର ଚାରିଆଡେ
ନାହିଁ କି ତ ମନପ୍ରାଣ ଡରିବାକୁ ଆଜି ଦିନେ
ଜାଣିଥା ଶେଷରେ ରହିବୁ କଷ୍ଟରେ
ସେହିଠି କେହିନାହିଁ ଦେବାକୁ ଦୟାରେ
ଆଖିରୁ ଲୁହ ଝରୁଛି ଜଗତକୁ ଦେଖିକି
ଆତ୍ମା ମୋର କାନ୍ଦୁ ଅଛି ସସ୍ତଙ୍କୁ ଦେଖିକି
ଭାବୁ ଥିଲି ଆସିଯିବ ଅନୁତାପ କରିଦିନେ
ଚାହୁଁ ଥିଲି ଫେରି ଯିବ ମୋ ବାଟକୁ ଚାହିଁ ଦିନେ
ତଥାପି ତୁ ବୁଝୁ ନାହୁଁ ଏହୀ ମନ୍ଦ ସମୟରେ
ଆଜିବି ରହିଛି ତ ବାଟକୁ ଚାହିଁରେ
ଚାଳିଆ ପାଖକୁ ଯିଶୁଙ୍କ ପଥରେ
ଆଖିରୁ ଲୁହ ଝରୁଛି ଜଗତକୁ ଦେଖିକି
ଆତ୍ମା ମୋର କାନ୍ଦୁ ଅଛି ସସ୍ତଙ୍କୁ ଦେଖିକି
ସମୟ ବିତୁଛି ଜିବନ ଯାଉଛି …
ପରଣ ହାରୁଛି ସତ୍ୟକୁ ନମାନି
ଆଖିରୁ ଲୁହ ଝରୁଛି ଜଗତକୁ ଦେଖିକି
ଆତ୍ମା ମୋର କାନ୍ଦୁ ଅଛି ସସ୍ତଙ୍କୁ ଦେଖିକି
Special Thanks to : Malaya Sir...
ସର୍ବ ପ୍ରଥମେ ଆମ ଉଦ୍ଧାରକର୍ତ୍ତା , ସୃଷ୍ଟି କର୍ତ୍ତା , ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ , ସଙ୍ଗୀତ ପ୍ରିୟ ମୋର ସମସ୍ତ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ Simiya Dalabehera Music ତରଫରୁ କୃତଜ୍ଞତା ଜଣାଏ ,ମୁଁ ଏବଂ ଆମ ଦଳ ଆଜି ବହୁତ ଖୁସି କି ଆଜି ପ୍ରଥମ ଥର ପାଇଁ ମୋ Channel ରେ ଏକ ନୂତନ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ନେଇ ଆସୁଛୁ । ଏହି ଗୀତଟି ବହୁତ ଦୁଃଖ ଭରା ବିଷୟ କୁ ନେଇ ଆଧାରିତ କରାଯାଇଛି, ଜଗତର ଯେତେ ପାପ ବଢ଼ି ଚାଲିଛି ଆମ ଯୀଶୁ ଖ୍ରୀଷ୍ଟ ଙ୍କ ର ଆତ୍ମା ଦୁଃଖରେ କାନ୍ଦୁଛି 😭😭
ଆମକୁ ସିଏ ପ୍ରେମ କରି ସୃଷ୍ଟି କଲେ, କିନ୍ତୁ ଆମେ ତାକୁ
ପ୍ରେମ ନ କରି ଶୟତାନ କୁ ପ୍ରେମ କରିବା ଆରମ୍ବ କରିଛୁ
ଏହି ସବୁ ବିଷୟ କୁ ଆଧାରିତ କରି ଗୀତ ଟି
ବହୁତ ସୁନ୍ଦର ଭାବେ ଲେଖା ଯାଇଛି 🙏🙏
ଆଶା କରୁଛୁ ଏହି ଗୀତଟି ସମସ୍ତଙ୍କୁ ଭଲ ଲାଗିବ ପ୍ରିୟ ଖ୍ରୀଷ୍ଟ ବିଶ୍ବାସୀ ଭାଇ ଓ ଭଉଣୀ ସଭିଙ୍କୁ ମୋର ଅନୁରୋଧ ଏହି ଗୀତର full video ବର୍ତ୍ତମାନ ଉନ୍ମୋଚନ ହୋଇଅଛି।ଆଶା କରୁଛୁ ଏହି ଗୀତ ଆପଣମାନଙ୍କୁ ଭଲ ଲାଗିବ । ଗୀତଟି ଭଲ ଲାଗିଲେ like , share , suscribe କରି comment Box ରେ comment କରନ୍ତୁ ଧନ୍ୟବାଦ୍ : ( Praise the Lord )
________***________***__________***________________________
SONG CREDITS:
*SINGER : HUMANE SAGAR
*SONG : AKHIRU LUHA JHARUCHI
*LYRICS : SUNDAR KUMAR
*MUSIC : SUNDAR KUMAR
*MUSIC ARRANGEMENT : BAPI SAMAL
*RECORDING : MRR STUDIO CUTTACK
*BANNER : SIMIYA DALABEHERA MUSIC CHANNEL
*PRODUCER : SIMIYA DALABEHERA
*EDITING : SIMIYA DALABEHERA
*SPECIAL THANKS : SUNAYANA SABAR, ESROTH GOMANGO, BIJAYA MAJHI
*WHATSAPP - ( 7608999732 )
_________________**********_________________________
#AkhiruLuhaJharuchi
#NewOdiaChristianSong
#HumaneSagar
#NewOdiaChristianSong2023
#SimiyaDalabehera
#SundarKumar
#HumanSagarChristianSong
#HumanSagarNewChristianSong
#AkhiruLuhaJharuchiFullSong
#HumanSagarOdiaChristianSong
#HumanSagarNewOdiaChristianSong
#AkhiruLuhaJharuchiNewChristianSong
#AkhiruLuhaJharuchiStudioVersion
#Prasadlimamusic
#BijayaMajhiOfficial
#Amitbadanayak
#AmitbadanayakChristiansong
#SundarkumarChristiansong
#HumanSagarOdiaChristianDevotionalsong
#HumanSagarAllChristianSong
#HumanSagarChristianDevotionalSong
#AnanyaSritamNandaChristiansong
#AsemaPandaChristiansong
#Jaganmhonnagchristiansong
#AmitpaniOfficial
#Amitpanichristiansong
#Amitpanenewchristiansong
#Newodiachristiansong
#LatestChristianSong
#OdiaGospelSong
#OdiaChristianWarshipSong
#OdiaChristianDevotionalSong
_______**_________**________**_________**______________
Your Query:
Akhiru Luha Jharuchi, New Odia Christian Song, Humane sagar, Humane Sagar New Christian Song, Simiya Dalabehera, Odia Christian Song, Odia New Christian Song, Humane Sagar New Odia Christian Song, Humane Sagar Christian Song 2023, Sundar Kumar, New Odia Christian Song 2023, Akhiru Luha Jharuchi Full Song, Akhiru Luha Jharuchi Humane Sagar, Akhiru Luha Jharuchi Studio Version, Humane Sagar Christian Devotional song, Odia Latest Christian Song, Akhiru Luha Jharuchi New Christian Song,New Odia Christian Devotional Song, Akhiru Luha Jharuchi Humane Sagar Christian Song, Amit Badanayak, Bijaya Majhi Official, Prasad Lima, Amit Pani Official, Amit Pani Christian Song, Amit Pani Gospel Song, Odia Christian Warship Song, he mora mona,
____________________********_____________________________
!! ANTI - PIRACY WARNING !!!
This content is copyright to " Simiya Dalabehera " any unauthorized reproduction redestribution , re - upload ( Audio or video ) is strictly prohibited of this material.Legal action will be taken against those who violete this copyright material presented.