ଜମୁଛି ଭଞ୍ଜନଗର ଠାକୁରାଣୀ ଯାତ୍ରା 2026 | Maa Thakurani Yatra Bhanjanagar | Ganjam Loko Kala & Mela Crowd
SILK CITY LOCAL
0:00 / 0:00
ଜମୁଛି ଭଞ୍ଜନଗର ଠାକୁରାଣୀ ଯାତ୍ରା 2026 | Maa Thakurani Yatra Bhanjanagar | Ganjam Loko Kala & Mela Crowd
3 603 просмотра · 5 мес. назад
SILK CITY LOCAL
5,98 тыс. подписчиков
3 603 просмотра · 5 мес. назад
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜନଗର ଠାକୁରାଣୀ ଯାତ୍ରା ଏବେ ଜମିଆସୁଛି।
ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପବିତ୍ର ଯାତ୍ରାରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ ପାଇଁ ଆସୁଛନ୍ତି।
ଆକର୍ଷଣୀୟ ତୋରଣ, ରଙ୍ଗୀନ ଆଲୋକମାଳା ଓ ମେଳା ପରିବେଶରେ ଝଲସୁଛି ସମଗ୍ର ଯାତ୍ରା ସ୍ଥଳ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚାଲିଛି ମା'ଙ୍କ ସାହି ପରିକ୍ରମା ଓ ସଂଧ୍ୟାରେ ହେଉଛି ବିଭିନ୍ନ ଗଞ୍ଜାମ ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ।
ଭଞ୍ଜନଗର ଯାତ୍ରାରେ କୁଲାଡ ବ୍ୟାଘ୍ର ଦେବୀ ଓ ଭଞ୍ଜନଗର ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି।
ଏହି ପବିତ୍ର ଯାତ୍ରା ମୋଟ ୨୫ ଦିନ ଚାଲିବ ଓ ମେ ୨୦ ତାରିଖରେ ଉଦଯାପନ ହେବ।
#BhanjanagarThakuraniYatra
#ThakuraniYatra2026
#BhanjanagarMela
#GanjamFestival
#OdishaFestival
#GanjamLokakala
#OdishaCulture
#OdishaMela
#BhanjanagarNews
#silkcitylocal
Bhanjanagar Thakurani Yatra crowd
Bhanjanagar mela vlog
Odisha famous yatra
Ganjam cultural dance
Bhanjanagar festival live
📍 Location: Bhanjanagar, Ganjam, Odisha
Bhanjanagar Thakurani Yatra
Bhanjanagar Thakurani Yatra 2026
Thakurani Yatra Bhanjanagar
Bhanjanagar Mela 2026
Ganjam Thakurani Yatra
Ganjam Festival
Ganjam Loko Kala
Odisha Festival
Odisha Mela
Bhanjanagar News
Bhanjanagar Festival Video
Thakurani Yatra Crowd
Odisha Culture Festival
Ganjam District Festival
Silk City Local
Bhanjanagar Thakurani Temple
Odisha Traditional Festival
Bhanjanagar Public Gathering
Thakurani Yatra Video
Ganjam Cultural Program