ଘରେ ବିସ୍କୁଟ୍ରୁ ବନାନ୍ତୁ ସୁଆଦିଆ Biscuit Cake 😋🍰 | No Oven, Easy Cake Recipe
Sarita Odia Kitchen
0:00 / 0:00
ଘରେ ବିସ୍କୁଟ୍ରୁ ବନାନ୍ତୁ ସୁଆଦିଆ Biscuit Cake 😋🍰 | No Oven, Easy Cake Recipe
259 просмотров · 2 нед. назад
Sarita Odia Kitchen
121 подписчик
259 просмотров · 2 нед. назад
ଘରେ ବିସ୍କୁଟ୍ରୁ ବନାନ୍ତୁ ସୁଆଦିଆ Biscuit Cake 😋🍰 | No Oven, Easy Cake Recipe
ନମସ୍କାର ସଙ୍ଗମାନେ! 🙏
ମୁଁ ସରିତା। ଆପଣମାନଙ୍କୁ Sarita Odia Kitchen କୁ ସ୍ୱାଗତ ଜଣାଉଛି। ❤️
ଆଜିର ଭିଡିଓରେ ଆମେ ଘରେ ଥିବା ବିସ୍କୁଟ୍ରୁ ବହୁତ ସହଜ ଉପାୟରେ ସୁଆଦିଆ ଓ ନରମ Biscuit Cake କେମିତି ବନାଇବେ, ତାହା ଦେଖାଇଛୁ। 😋🍰
ଏହି କେକ୍ ବନାଇବା ପାଇଁ ଓଭନ୍ର ଆବଶ୍ୟକତା ନାହିଁ। ଅଳ୍ପ କିଛି ସାମଗ୍ରୀରେ ଘରେ ସହଜରେ ଏହି ଟେଷ୍ଟି କେକ୍ ପ୍ରସ୍ତୁତ କରିପାରିବେ। ❤️
ପିଲାମାନଙ୍କ ଜଳଖିଆ, ଜନ୍ମଦିନ କିମ୍ବା ଘରେ ମିଠା ଖାଇବାକୁ ଇଚ୍ଛା ହେଲେ ଏହି ସହଜ ରେସିପିଟି ନିଶ୍ଚୟ ଚେଷ୍ଟା କରନ୍ତୁ। 🍰
ଭିଡିଓଟି ଭଲ ଲାଗିଲେ 👍 Like କରନ୍ତୁ, 📤 Share କରନ୍ତୁ ଏବଂ Sarita Odia Kitchen କୁ Subscribe କରି 🔔 ବେଲ୍ ଆଇକନ୍ ଦବାଇ ଦିଅନ୍ତୁ।
ଧନ୍ୟବାଦ! ❤️🙏
#BiscuitCake #BiscuitCakeRecipe #NoOvenCake #EasyCakeRecipe #HomemadeCake #CakeRecipe #OdiaRecipe #OdiaCooking #EasyDessert #SaritaOdiaKitchen