Перейти к содержимому

Jibanara dukha nei | ଜୀବନର ଦୁଃଖ ନେଇ | Ropita Pradhan |Priyodas Mali | New odia devotional song

PDM music

0:00 / 0:00

Jibanara dukha nei | ଜୀବନର ଦୁଃଖ ନେଇ | Ropita Pradhan |Priyodas Mali | New odia devotional song

23 423 просмотра · 9 месяцев назад
PDM music
33,2 тыс. подписчиков
23 423 просмотра · 9 месяцев назад
#Jibanaradukhanei #PDMmusic #ropitapradhan #sabakthani #ଜୀବନରଦୁଃଖନେଇ #priyodasmali ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ସୁମଧୁର ନାମରେ ସମସ୍ତଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର🙏 । ଈଶ୍ବରଙ୍କ ଆଶୀର୍ବାଦ ଅନୁସାରେ "ଶବକଥାନୀ" ଗୀତର ଅପୂର୍ବ ସଫଳତା ପଛରେ ଆପଣମାନଙ୍କ ଭଲପାଇବା ନିଶ୍ଚିତ ଅଛି, ତେଣୁ ସମସ୍ତଙ୍କୁ ଧନ୍ୟବାଦ।"PDM music" ତରଫରୁ ଆଉ ଏକ ଖ୍ରୀଷ୍ଟିୟ ଭକ୍ତି ସଙ୍ଗୀତ ମୁକ୍ତିଲାଭ କରିବାକୁ ଯାଉଅଛି,ଗୀତଟିର ନାମ "ଜୀବନର ଦୁଃଖ ନେଇ" ଏହା ଏକ ସମର୍ପିତର ଗୀତ ଅଟେ।ଗୀତଟି ଜଣେ ଦୁଃଖଗ୍ରସ୍ତ ଓ ଅନୁତପ୍ତ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଜୀବନୀ ଉପରେ ଆଧାରିତ ଅଟେ । ପ୍ରଥମ ଥର ପାଇଁ ଗୀତଟିକୁ ଷ୍ଟୁଡିଓରେ ଗାଇଛନ୍ତି ନୂତନ ଯୁବ କଣ୍ଠଶିଳ୍ପୀ ଭଉଣୀ "ରୋପିତା ପ୍ରଧାନ",ଗୀତକୁ ସ୍ବର ଦେଇ ଲେଖିଛନ୍ତି ପ୍ରଭୁଙ୍କ ଦାସ "ଯୁଗଳ କିଶୋର ପ୍ରଧାନ"। ସ୍ବରକୁ ସଜାଇଛନ୍ତି ଓ ସଙ୍ଗୀତ ପରିଚାଳନା କରିଛନ୍ତି ଭାଇ" ପ୍ରିୟଦାସ ମାଳି"। ଆଶା କରୁ,ନିଶ୍ଚିତ ରୂପେ ଏହି ଗୀତଟି ଆତ୍ମିକ ଭାବରେ ଆପଣମାନଙ୍କ ହୃଦୟକୁ ସ୍ପର୍ଶ କରିବ l          "PDM music" ଗୀତଟିର ଏହି full video କୁ ପିତା,ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ଉନ୍ମୋଚନ କରୁଅଛି l ପ୍ରାର୍ଥନା ସହ ଆଶା କରୁ,ଏହି ଗୀତ ସମସ୍ତଙ୍କ ଶୃତି ମଧୁର ତଥା ପ୍ରାର୍ଥନାରେ ଉପଯୋଗୀ ହେବାକୁ ପାରିବ ଓ "ଶବକଥାନୀ" ଗୀତ ପରି ଏହି ଗୀତକୁ ବି ଆପଣମାନଙ୍କ ଭଲପାଇବା ମିଳିବ। ଅନୁରୋଧ କରୁ,ଏହି ସମର୍ପିତ ଗୀତ ଯେପରି ଓଡ଼ିଶା ଓ ଓଡ଼ିଶା ବାହାରେ ସମସ୍ତ ଓଡ଼ିଆ ଭାଇ ଭଉଣୀଙ୍କ ପାଖକୁ ପହଞ୍ଚିପାରିବ,ଆଉ ଈଶ୍ବରଙ୍କ ନିକଟବର୍ତ୍ତୀ କରିବାରେ ସହାୟ ହେବାକୁ ପାରିବ, ଦୟାପୂର୍ବକ ପ୍ରାର୍ଥନାର ସହ ଗୀତଟିକୁ SHARE କରିବେ ଏବଂ LIKE କରିବା ସଙ୍ଗେ ସଙ୍ଗେ "PDM music" youtube channelକୁ SUBSCRIBE କରି bell 🔔 buttonକୁ ଦବାଇବେ,ନମସ୍କାର । ପ୍ରଭୁ ଯୀଶୁ ସମସ୍ତଙ୍କର ସହବର୍ତ୍ତୀ ହେଉନ୍ତୁ। 🙏PRAISE GOD Amen Audio Credits: Song-jibanara dukha nei | ଜୀବନର ଦୁଃଖ ନେଇ 🎙️Singer - Ropita Pradhan 🎵Music- Priyodas Mali 🖊️Lyrics - Jugal Kishore Pradhan 🎶Live hands-Manish,Raja,Promad,Sima,Anil 🎼 Scoring - Priyodas Mali 🎛️Recording,Mixing & Mastering : (MILAN STUDIO ,CUTTACK) 📷 MAKING & EDIT - BISWO Special thanks:Salita Pradhan,Sudhant Bardhan ©Production House - PDM music contact@PDM music#7008897355 FOR BETTER SOUND CLARITY " USE Headphone 🎧 ଜୀବନର ଦୁଃଖ ନେଇ..ମୁଁ ..ଯିବି କାହିଁ...ମୁଁ ପୋଛିବାକୁ ଲୁହ ମୋର ଆଉ କେହି ନାହିଁ ଯୀଶୁ ହେ ମୋ ଦୁଃଖୀଧନ ତୁମେ ମୋ ଦୁଃଖ ଭଞ୍ଜନ ଆଶା ଭରି ଆସିଛି ଚରଣେ ତୁମ କରୁଣା ପାଇଁ =0= ପ୍ରଚୁରତା ଭୋଗ ପାଇଁ ଧନ ପଥେ ଯାଉଥିଲି ଧାଇଁ............ ଦେଖୁ ଦେଖୁ ପଶ୍ଚାତେ ମୋ ଅମଙ୍ଗଳ ଆସିଲା ଗୋଡ଼େଇ ଦିନେ ବି ଭାବିଲି ନାହିଁ ଦୁଃଖ ଆସିବ ଘନେଇ ଦୁଃଖ ଦରିଆରେ ଏବେ ଭାସୁଛି ମୁଁ.. କୂଳ ପାଉନି =1= ପାପର ଶୃଙ୍ଖଳେ ବନ୍ଧା ଜୀବନେ ମୋ ସୁଖ ବୋଲି ନାହିଁ...... ମୃତ୍ଯୁ ଜାଲେ ଛନ୍ଦି ହୋଇ କାନ୍ଦୁଛି ମୁଁ ଖେଦ ଅଶ୍ରୁ ଢାଳି ଉଦ୍ଧାର କର ହେ ପ୍ରଭୁ ମାନୁଛି ମୋ ଦୋଷ ସବୁ .. 2 ଥର ସ୍ନେହଁ ଭରେ ଶୁଣାଇଦିଅ ହେ ତୁମ.. କ୍ଷମାର ବାଣୀ =2= ANTI-PIRACY WARNING: This video and its contents, including music,lyrics and visuals are the original work of PDM music and are protected under copyright law. Unauthorized use, reproduction, or distribution of this content without explicit permission is strictly prohibited. If any copyrighted material appears in this video under Section of 1957 in india and 107 of the U.S. Copyright Act — Fair Use. All rights belong to the respective owner. For licensing or permission inquiries, please contact#7008897355 #priyodasmali #newodisong #humansagarnewodiasong#newchristiansong#priyadasmali#trendingsongs #newodisong #humansagarnewodiasong #newchristiansong #priyadasmali #trendingsong #newchristiansong #pdmmusic #sbkthni #sabkthani #indiansinger #odia #trendingvideo #humansagar #achidinemarana #odiasong #indianmusician #odiasong #ananyasritamnanda #sad #hemoramananewChristiansong #humansagar #humanesagar #hemaramana #humansagarnewchristiansong #humansagarchristmassong #humansagarlovesong #humansagarchristiansadsong #humansagarstatusvedio #firstlovecreation #achidinemarana #dinesandhyanaiasiba #swagatkara #akhiruluhajharuchi #newodiachristiansong #topodiabhajan #topodiaromanticsong #latestnews #newhindisong #humansagarnewsong #humansagarstatus #humansagarsambalpurisong #humansagardjsong #humansagrabhinandansong #amitpaniofficial #repranatrackkarokehumansagar #abmusic #ananyasritamnanda #besaharaodiachristiansong #asimapandachristiansong #sasankasekharchristiansong #yeshuaministries #amitkamblechristiansong #sheldonbangera #cameronmendessong #yabeshnagsong​ #zaruratband​ #ankurmasihsong​ #sunnyviswassong​ #pakistanichristiansong​ #nepalichristiansong​ #punjabichristiansong​ #assamchristiansong​ #bengalichristiansong​ #tamilchristiansong​ #teluguchristiansong​ #malayalamchristiansong​ #achidinemarana​ #ananyasritamnanda​ #kumarpapisongs​ #anilkant​ #shreeyakant​ #humansagarchristmassong​ #Jesussong​ #aseema_panda​ #amulyaprema​ #premakalajebe​ #etharaphagune​ #bhalalagemotejisunama​ #asimapandasambalpurisong​ #humanesagarnewodiaromanticsong​ #firemedia​ #samparkChristiansong​ #asuchhantirajahumansagarchristiansong​ #sabkthani​ #sabkthnisong​ #priyadasmalisong