Jubilee song || ଆସିଛି ହରଷେ ଯୋବେଲ ଦିନ || Asichi Harase Jobel Dina || Kumulasing ମଣ୍ଡଳୀ ସ୍ବର୍ଣ୍ଣ jobel
Binu Ghanta
0:00 / 0:00
Jubilee song || ଆସିଛି ହରଷେ ଯୋବେଲ ଦିନ || Asichi Harase Jobel Dina || Kumulasing ମଣ୍ଡଳୀ ସ୍ବର୍ଣ୍ଣ jobel
8 499 просмотров · 1 месяц назад
Binu Ghanta
31,7 тыс. подписчиков
8 499 просмотров · 1 месяц назад
new odia 50 ବର୍ଷର jobel song
kumulasing baptist ମଣ୍ଡଳୀ ଉପସ୍ଥାପନା କରୁଅଛୁ ||
song - କରୁଣାମୟଙ୍କ ଚିର କରୁଣା
singer - Miss Lipsa Pani
lyrics - Jugal kishor pradhan
music - Dharmendra paricha
producer - Eveng Mohan Prashad Pani
special Thanks - Minashi Pani, Salim Lima, Binu
Dop - Rahul Rout
Record - MRR Studio
Edit & publicity Design - The Edit Hub
BINU GHANTA YOUTUBE channel
please subscribe my channel and share the link
କୁମୁଳାସିଂ ମଣ୍ଡଳୀର ସ୍ମର୍ଣ୍ଣ ଯୋବେଲ ଗୀତ
ଆସିଛି ହରଷେ ସୁବର୍ଣ୍ଣ ଯୋବେଲ
ପଚାଶ ବର୍ଷର ଆମ ମଣ୍ଡଳୀର
କରୁଣାମୟଙ୍କ ଚିର କରୁଣା ବଳେ
ଦେଖିଲୁ ଏହି ଦିବସ ସର୍ବ କୁଶଳେ
କରି ଆନନ୍ଦ ଧ୍ୱନି ନାଚ ଭାଇ ଭଉଣୀ =0=
ପ୍ରତି ଓଠେ ଭାସି ଉଠେ ବିଜୟ ଗୀତିକା
ପ୍ରତି ହସ୍ତେ ଜଳି ଉଠେ ଆଲୋକ ବର୍ତ୍ତିକା
ମହୋଲ୍ଲାସେ ମହାଦିନ ପାଇଛୁ ସକଳେ
ବିତିଛି ପଚାଶ ବର୍ଷ କେତେ ସଂଘର୍ଷରେ
ବିଶ୍ୱାସୀ ମଣ୍ଡଳୀ ଆଜି ହରଷେ ଗାଓ
ସ୍ମରି ଯିହୋବାଙ୍କ ସେହି ପ୍ରଚୁର ମଙ୍ଗଳ
କରି ଜୟର ଧ୍ୱନି ଗାଓ ଭାଇ ଭଉଣୀ =1=
କନ୍ୟା ରୂପେ ବିଭୁଷିତା ମଣ୍ଡଳୀ ଆମର
ଯୀଶୁ ଏହି ମଣ୍ଡଳୀର ପ୍ରିୟତମ ବର
ଅଦ୍ୟାବଧି ପ୍ରେମ ଦେଇ ଆଣିଲେ କଢାଇ
ପଚାଶ ବରଷ ଆମ ଯତ୍ନ ତତ୍ତ୍ୱ ନେଇ
ଯୀଶୁ ଆମ ମଣ୍ଡଳୀର ସୁଦୃଢ଼ ଗଡ଼
ସେହି ଅଟନ୍ତି କୋଣର ପ୍ରଧାନ ପ୍ରସ୍ତର
କରି ଆନନ୍ଦ ଧ୍ୱନି ନାଚ ଭାଇ ଭଉଣୀ =2=
XXXX
ଗୀତ :ଯୁଗଳ କିଶୋର ପ୍ରଧାନ
ମୋ. 9438132096
ସ୍ୱର : ଧର୍ମେନ୍ଦ୍ର ପରିଛା
କଣ୍ଠ : ଲିପ୍ସାରାଣୀ ପାଣି
#binughanta
#praise
#jubeel
#god
#worship
#prayer
#newchristiansong
#Christian
#jesus #amen
#song
#video
#viral
#show
#good
#Christian
#christmas