କଳା ସ୍କର୍ପିଓରେ କରୁଥିଲେ ବ୍ୟାଟେରୀ ଚୋରୀ | Odisha Reporter
Odisha Reporter
0:00 / 0:00
କଳା ସ୍କର୍ପିଓରେ କରୁଥିଲେ ବ୍ୟାଟେରୀ ଚୋରୀ | Odisha Reporter
407 просмотров · 7 ч назад
Odisha Reporter
2,99 млн подписчиков
407 просмотров · 7 ч назад
କଳା ସ୍କର୍ପିଓରେ କରୁଥିଲେ ବ୍ୟାଟେରୀ ଚୋରୀ
ଟ୍ରକ୍, ଜେସିବି ଓ ହାଇୱା ଭଳି ବଡ଼ ବଡ଼ ଗାଡ଼ିରୁ ବ୍ୟାଟେରୀ ଚୋରି କରି ବିକ୍ରି କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ। ଚୋରିରେ ବ୍ୟବହୃତ କଳା ରଙ୍ଗର ସ୍କର୍ପିଓର ନମ୍ବର ପ୍ଲେଟ୍ ଟ୍ୟାମ୍ପରିଂ କରାଯାଇଥିବା ଜଣା ପଡ଼ିଛି। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଚୋରି ବ୍ୟାଟେରୀ କେଉଁଠି ବିକ୍ରି ହେଉଥିଲା, ସେନେଇ ଅଭିଯୁକ୍ତକୁ ଅଟକ ରଖି ମଞ୍ଚେଶ୍ଵର ପୋଲିସ ପଚରାଉଚରା କରୁଛି।
#odishareporter #crime #police
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter