ବିଦାୟ ସଂଗୀତ Farewell Song I Anil K Mohapatra #farewell #farewell2025 #farewellsong #farewellday
Anil Mohapatra Creations
0:00 / 0:00
ବିଦାୟ ସଂଗୀତ Farewell Song I Anil K Mohapatra #farewell #farewell2025 #farewellsong #farewellday
156 244 просмотра · 3 года назад
Anil Mohapatra Creations
6,29 тыс. подписчиков
156 244 просмотра · 3 года назад
This is a Farewell Song which can be sung in chorus. For Track contact : 9437780563 on WhatsApp.
One searches for such types of songs when that occasion comes.
Lyrics & Composition: Anil K Mohapatra
Singers: Jagannath, Meera, Lipi, Barsha & Bapi
Chorus Cast: Jagannatha, Meera, Lipi, Barsha, Subhasmita & Bapi
Music Arrangement & Organ: Bapi
Octapad: Kumar Alok
Tabla: Santosh
Dubbing, Audio Mixing & Videography: The Creator Studio, Balasore
Producer: Meera Mohapatra
#farewell #albida #farewellsong #farewellspeech #farewell2024 #farewellneverland #farewell2k22 #farewell2022 #anilmohapatra #farewellprogram #farewellsareeideas #bidaykalingeet #bidayasong #odiaviralvideos #odiaviralsong
#odiasong #odiahitsong #odiaalbum #odia #odiavlog #odiavlogger #odiaalbum #odiahearttouchingvideo #odiachildrenstory #odia #akashsongs #odiahitsong #odiahitsongs #odiaalbums #odiastory #anilmohapatracreations
#odiahitsong #odiaalbum #odiasong #odia #hitodiasong #songodia #odiahitsongs #odiahitsong #odiasadsong #odiasadstatus #odiasadalbum #odiaromanticstatus #odiaromantic #odiaromanticshayari #odiaromanticvideo #odiaromantic_whatsapp_status #odiaromanticlofistatus #odiasongcollection #odiasong2022 #odiasongdarlingpremarefalling #odiasongs #odiasong2023 #odiamusic #odiamusicvideosong #odiamusicvideolatest #odiamusicvideos #odiamusicvideo #odiamusically #odiyasong #oriyasong #oriyaremix #oriya #oriyaremix #odiaviralsong #odiaviralstatus #odiaviralshorts #odiaviralvideos #odiaviralreels #oriya #farewell2k25 #farewell2025 #farewellsong #farewellsongs #schoolfarewell #collegefarewell #farewellceremony #farewellcelebration #farewellmemories #farewellprogram #biday_bela #annualfunction
// ବିଦାୟ ସଂଗୀତ //
ଗୀତିକାର: ଅନିଲ କୁମାର ମହାପାତ୍ର
ପ୍ରଫେସର, ଫକୀର ମୋହନ ବିଶ୍ୱବିଦ୍ୟାଳୟ , ବାଲେଶ୍ବର
ଜନମ ମରଣ, ମିଳନ ବିଦାୟ
ଜୀବନ ର ରୀତି ଏହା (ପୁଅ)
ତଥାପି କାହିଁକି ଏ ମନ ବୁଝେନା ( ଝିଅ)
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ ( ପୁଅ)
କାଲି ବି ସକାଳ ହେବ (ପୁଅ)
ଗଛରେ ଫୁଲ ଫୁଟିବ
ତୁମେ ତ ନଥିବ ଏଠି
ଲାଗିବନି ଯମା ଭଲ
ଯେତେ ଡାକିଲେବି ଯେତେ ଝୁରିଲେବି ( ଝିଅ)
ଫେରିବନି ତୁମ ନାଆ
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ ( ପୁଅ)
ସ୍ମତିରେ ରହିବ ତୁମେ
ସବୁଦିନ ଆମପାଇଁ (ପୁଅ)
ସେନେହ ଦରଦ ତୁମ
ପାରିବୁକି କେବେ ଭୁଲି (ପୁଅ)
ଯେତେ ଭୁଲିଲେବି, ଯେତେ ଚାହିଁଲେବି
ସ୍ମୃତି ତୁମ ଅପାଶୋରା ( ଝିଅ)
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ ( ପୁଅ)
ଆଖିରେ ଲୋତକ ଭରି
ତୁମକୁ ବିଦାୟ ଦେଲୁ (ପୁଅ)
କୁସୁମିତ ହେଉ ପଥ
ଏତିକି ପ୍ରାର୍ଥନା କଲୁ
ପ୍ରଭୁ କୃପାମୟ , ପ୍ରଭୁ ଦୟାମୟ
ସିଏ ହେବେ ତୁମ ସାହା ( ଝିଅ)
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ ( ପୁଅ)