Перейти к содержимому

Jagatajanani Maa Kandhuni - Kandhuni Devi Song - Ira Mohanty - Pitambar Gouda -Kantapida Yatra Song

PR Creation Bhakti

0:00 / 0:00

Jagatajanani Maa Kandhuni - Kandhuni Devi Song - Ira Mohanty - Pitambar Gouda -Kantapida Yatra Song

47 068 просмотров · 2 года назад
PR Creation Bhakti
14,4 тыс. подписчиков
47 068 просмотров · 2 года назад
Jagatajanani Maa Kandhuni - Kandhuni Devi Song - Ira Mohanty - Pitambar Gouda -Kantapida Yatra Song Singer - Ira Mohanty & Pitambar Producer - Kedarnath Sahu Music - Pitambar (7735882046) Lyricist - Sugyani Mishra Director - Satyanarayan maharana Poster - Bhola Keyboard Arrangement - Akash Rhythm Arrangement - Sunil Voice Dubbing & Mastering - FTI Studio , Cuttack (Sanjay Bhai) Music Level - PR Creation Bhakti DOP - Prasant Bhai Edit - The Designer Clinic Special Thanks To Nilanchala Gouda , Sriya Furniture #KandhunideviSong #IraMohanty #Jagatajananimaakandhuni LYRICS - ଯା ଦେବୀ ସର୍ଵ ଭୂତେଷୁ ମାତୃ ରୁପେଣ ସଂସ୍ଥିତା ଯା ଦେବୀ ସର୍ଵ ଭୂତେଷୁ ଶକ୍ତି ରୁପେଣ ସଂସ୍ଥିତା ଯା ଦେବୀ ସର୍ଵ ଭୂତେଷୁ ଦୟା ରୁପେଣ ସଂସ୍ଥିତା ନମୋସ୍ତସୈ ନମୋସ୍ତସୈ ନମୋସ୍ତସୈ ନମଃ ନମଃ ମାଆ ଜଗତ ଜନନୀ ଅଭୟ ଦାୟିନୀ ସୋରଡା ରାଣୀ ଦୁଃଖହାରିଣୀ ମା କନ୍ଧୁଣି ଲୋ..... ଦୁଃଖହାରିଣୀ ମା କନ୍ଧୁଣି M- ଦୁର୍ଗତି ନାସିନୀ ସଙ୍କଟ ତାରିଣୀ ମା ଭବାନୀ ଦୁଃଖହାରିଣୀ ମା କନ୍ଧୁଣି ଲୋ..... ଦୁଃଖହାରିଣୀ ମା କନ୍ଧୁଣି ମାଆ ବୋଲି ଦେଲେ ଡାକି ଭିଜିଯାଏ ଦୁଇ ଆଖି ମନ ହୁଅଇ ଅଧିର ତୋ ମୁହଁକୁ ଦେଲେ ଦେଖି F -ତୋର ପଣତ କାନିରେ ଘୋଡାଇ ରଖିଛୁ ସାରା ଧରଣୀ ....... ଦୁଃଖହାରିଣୀ ମା କନ୍ଧୁଣି ଲୋ..... ଦୁଃଖହାରିଣୀ ମା କନ୍ଧୁଣି (୪) Music............................. M- ପ୍ରଥମରେ ମାଆ ଶୁଭଖୁଣ୍ଟି ପୂଜା ହୁଏ ତୋ ନାଆରେ ପରା ଜଗନ୍ନାଥଙ୍କର ଆଜ୍ଞାମାଳ ପାଇ ଆରମ୍ଭ ହୁଏ ଯାତରା Filler........... ଋଷିକୁଲ୍ୟା ବାଲି ସ୍ଥାପନା ହୁଅଇ ମଧ୍ୟରାତ୍ରରେ ଲୋ ମାଆ କଣ୍ଟା ର ଦୋଳିରେ ପୁଛୁଣୀ ରୂପରେ ବିଜେ ସ୍ୱୟଂ ମହାମାୟା ଭଜାମୁଗ ଗଜାହୁଏ ମାଆ ତୋ ଶକତି ବଳେ ପୁରିଯାଏ ମାନସିକ ତୋ କୃପାଦୃଷ୍ଟି ପଡିଲେ M- ବରଷକୁ ଥରେ ବାର ଦିନ ପାଇଁ ଲାଗେ ଗହଳି ..... ଦୁଃଖହାରିଣୀ ମା କନ୍ଧୁଣି ଲୋ..... ଦୁଃଖହାରିଣୀ ମା କନ୍ଧୁଣି (୪) Music..................... କାହିଁ କେତେଦୁରୁ ମାନସିକ ଧାରୀ ଆସନ୍ତି ମାଆ ତୋ ପାଖକୁ ପଙ୍ଗୁ ଲଂଘେ ଗିରି ମୁକ କହେ କଥା ଚକ୍ଷୁ ଦେଉଲୋ ଅନ୍ଧକୁ Filler........... M- କାକରା ପୀଠରେ ଶରଧା ତୋହର ରାଜ ଭୋଗରେ ତୋ ଲୋଭ ଚାହିଁ ଦେଲେଥରେ ମନ ବୁଝିପାରୁ ତୋ ପରି ମାଆ କିଏ ହେବ ତୋ ପାଖରୁ କେହି କେବେ ଫେରିନି ମା ଖାଲି ହାତେ ପୁରଣ କରୁ ତା ଇଚ୍ଛା ଯେ ତୋତେ ଅନ୍ତରୁ ଡାକେ M- ଧନ୍ୟ ହୁଏ ପ୍ରାଣ ଲାଗିଗଲେ ଥରେ ମାଆ ର ଡୋରି ଦୁଃଖହାରିଣୀ ମା କନ୍ଧୁଣି ଲୋ..... ଦୁଃଖହାରିଣୀ ମା କନ୍ଧୁଣି (୪) Contact -: +91-7735882046(WhatsApp & Call) +E-mail: pitambargouda143@gmail.com goudapitambar284@gmail.com Follow Me: FB:   / impitambar​   IG:   / pitambargou​.  . Thank you for visiting our YouTube channel. Please Like, Comment and Share our videos and SUBSCRIBE || ANTI-PRIVACY WARNING || This content is copyrighted to PR Creation Bhakti by Pitambar Gouda. Any unauthorized, reproduction, redistribution or re-upload is strictly prohibited. Legal action will be taken against the violators of this copyrighted material.