Kantapida Rani Maa Kandhuni - Kandhuni Devi Song -Pitambar Gouda -Pinky Patro -Surada Kantapida Song
PR Creation Bhakti
0:00 / 0:00
Kantapida Rani Maa Kandhuni - Kandhuni Devi Song -Pitambar Gouda -Pinky Patro -Surada Kantapida Song
4 998 просмотров · 12 дн. назад
PR Creation Bhakti
14,6 тыс. подписчиков
4 998 просмотров · 12 дн. назад
Singer - Pitambar & Pinky
Lyrics - Sugyani Mishra
Music - Pitambar
Producer - PR Creation Bhakti
Keyboard Arrangement - Akash
Rhythm Arrangement - Kota Sunil
Music Level - PR Creation Bhakti
Video Edit - The Designer Clinic
Colour - Umesh Kumar
DOP & Poster - Deepak Kumar
Voice Dubbing - Gulam Bhai
Mastering - Subu Dada
Lyrics -
କଣ୍ଟାପିଢା ଦେବୀ ମାଆ କନ୍ଧୁଣି
M- ଚାଲ ସଜନୀ ଦେଖି ଯିବା ମାଆର ଯାତ
ସାରା ଜଗତ ରେ ତା ନାଁ କେଡେ ବିଖ୍ୟାତ
F-ବରଷକେ ଥରେହୁଏ କଣ୍ଟାପିଢା ଯାତ
କାହିଁ କେତେ ଦୂରୁ ସତେ ଆସନ୍ତି ଭକ୍ତ
F-ସେ ପରା ଆମ ଦୁଃଖ ହାରିଣୀ
M- ସେ ଅଟେ ଆମ ସୋରଡ଼ା ରାଣୀ
F-ତା ପାଦେ ଥରେ କଲେ ଗୁହାରି
M-ପଣତେ ତାର ନିଏ ସେ ତୋଳି
M-ତା ପରି ମାଆ ଟେ କାହିଁ ଦେଖିନି
M/F -ଅଭୟ ଦାୟିନୀ ମାଆ ଭବାନୀ
କଣ୍ଟାପିଡା ଦେବୀ ମାଆ କନ୍ଧୁଣି.... || 0 ||
Music...........
F- ଅଜ୍ଞାମାଳ ଦେଲେ ଜଗତନାଥ
ପାର୍ବଣ ଦେବୀର ପର୍ବ ହୁଏ ଆରମ୍ଭ
M-ମାଆର ଶରଧା ନାଲି ମନ୍ଦାର ମାଳ
ସାଙ୍ଗରେ ନେଇ ଯିବା ଲୋ ନାଲି ସିନ୍ଦୁର
F-ଭାବରେ ଥରେ ଡାକିବୁ ତାକୁ
M-ଅଜାଡି ଦେବ ସେ ଯାହା ମାଗିବୁ
F-ଦେଖିବୁ ତାର ବାଲି ଯାତରା
M-ବୁଲେଇ ଦେବି ଲୋ ମାଆର ମେଳା
F-କରୁଣା ମୟୀ ସେ ଦୁଃଖ ହାରିଣୀ
F/ମ -ଅଭୟ ଦାୟିନୀ ମାଆ ଭବାନୀ
କଣ୍ଟାପିଡା ଦେବୀ ମାଆ କନ୍ଧୁଣି || 1 ||
Music.........
M-ମାଆର ଶରଧା ବେଲ ପତରେ
ପୁଛୁଣି ରୂପରେ ବସେ କଣ୍ଟା ଦୋଳିରେ
F-ଭଜା ମୁଗ ଗଜା ହୁଏ ତା ମହିମାରେ
ସବୁ ଇଛା ପୂର୍ଣ ହୁଏ ତା କରୁଣା ରେ
M-ନାଲିଆ ଶାଢ଼ୀ ନାଲିଆ ଚୁଡ଼ି
ଥାଳିରେ ଭୋଗ ଦେବା ଲୋ ସଜାଡି
F-ନଡ଼ିଆ ମୁଆଁ ପଣା ଯାଚିବା
କରୁଣା ମାଆର ନିଶ୍ଚେ ପାଇବା
M-ଖାଲି ହାତେ ସେଠୁ କେହି ଫେରିନି
M/F-ଅଭୟ ଦାୟିନୀ ମାଆ ଭବାନୀ
କଣ୍ଟାପିଡା ଦେବୀ ମାଆ କନ୍ଧୁଣି ....... ||2||
#Kantapidaranimaakandhuni
#Kandhunidevisong
#PitambarGouda
ଏହି ଭକ୍ତିମୟ ଓଡ଼ିଆ ଭଜନଟି ମାଆ କନ୍ଧୁଣୀଙ୍କ ପାଦପଦ୍ମରେ ସମର୍ପିତ। ❤️🙏
ଭଜନଟି ଭଲ ଲାଗିଲେ Like 👍 କରନ୍ତୁ, Comment ରେ “ଜୟ ମାଆ କନ୍ଧୁଣୀ” ଲେଖନ୍ତୁ ଏବଂ ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ Share କରନ୍ତୁ।
🔔 PR Creation Bhakti Channel କୁ Subscribe କରି Bell Icon 🔔 press କରନ୍ତୁ।
Contact -:
+91-7735882046(WhatsApp & Call)
Gmail: pitambargouda143@gmail.com
Follow Me: FB:Pitambar Gouda
INSTAGRAM:pitambargouda143
Thank you for visiting our YouTube channel. Please Like, Comment and Share our videos and SUBSCRIBE
|| ANTI-PRIVACY WARNING ||
This content is copyrighted to PR Creation Bhakti by Pitambar Gouda.
Any unauthorized, reproduction, redistribution or re-upload is strictly prohibited. Legal action will be taken against the violators of this copyrighted material.