Перейти к содержимому

ଅପାଙ୍କୁ ଭାଇନାଙ୍କ ଖୋଲା ଚ୍ୟାଲେଞ୍ଜ..ମୁଁ ନିର୍ବାଚନ ଲଢ଼ିବି |Samir Dash vs Pravati Parida |Nimapada Politics

Odisha Reporter

0:00 / 0:00

ଅପାଙ୍କୁ ଭାଇନାଙ୍କ ଖୋଲା ଚ୍ୟାଲେଞ୍ଜ..ମୁଁ ନିର୍ବାଚନ ଲଢ଼ିବି |Samir Dash vs Pravati Parida |Nimapada Politics

27 830 просмотров · 1 день назад
Odisha Reporter
2,98 млн подписчиков
27 830 просмотров · 1 день назад
ନିମାପଡ଼ା ଭାଇନା, ଏବେ ଆକ୍ସନମୋଡ଼ରେ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂଗଠନ ସଜାଡିବା ସହ 2029 ନିର୍ବାଚନ ପାଇଁ ମୂଳଦୁଆ ପକାଉଛନ୍ତି। ଭାଇନା କହୁ କହୁ କହିଦେଲେ, ସେ 2029ରେ ନିର୍ବାଚନ ଲଢ଼ିବେ ଆଉ ବିଜେପିରୁ ହିଁ ଲଢ଼ିବେ। ତାଙ୍କର ଏହି କଥା ପଦକ, ପୂରା ଓଲଟପାଲଟ କରିଦେଲା। ତେବେ ନିମାପଡ଼ାରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ଉପମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରଭାତୀ ପରିଡ଼ା, କେଉଁ ଦଳରୁ ନିର୍ବାଚନ ଲଢ଼ିବେ ? Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #OdishaPolitics #NimapadaPolitics #PravatiParida #BJP #OdishaAssembly2029