ଏମାନେ ହିଁ ନାଟର ଗୋବର୍ଦ୍ଧନ, ତୁରନ୍ତ ବାନ୍ଧ | Odisha Reporter
Odisha Reporter
0:00 / 0:00
ଏମାନେ ହିଁ ନାଟର ଗୋବର୍ଦ୍ଧନ, ତୁରନ୍ତ ବାନ୍ଧ | Odisha Reporter
6 651 просмотр · 4 часа назад
Odisha Reporter
2,99 млн подписчиков
6 651 просмотр · 4 часа назад
ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ବିଶ୍ବଜିତ ପାତ୍ର ବିଶ୍ବବିଦ୍ୟାଳୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ପାଇଁ ବିଜେଡି ଯୁବ ସଭାପତି ଚିନ୍ମୟ ସାହୁଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ପ୍ରରୋଚନାରେ ତନ୍ମୟ ସ୍ବାଇଁ କିଛି ଅଣଛାତ୍ର ଗୁଣ୍ଡାକୁ ଆଣି ନିର୍ବାଚନ ଭଣ୍ଡୁର କରିବା ପାଇଁ ଉଦ୍ୟମ ଚଳାଇଥିଲେ ବୋଲି ସେ କହିଛନ୍ତି। ସବୁ ଅଣଛାତ୍ର ମିଟିଂ ହଲରେ ପଶିଲେ କେମିତି? ବିଶ୍ବବିଦ୍ୟାଳୟର ଜଣେ ଛାତ୍ରକୁ ମାରି ମୁଣ୍ଡ ଫଟାଇଦେଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #ABVP #BiswajitPatra #BJD #ChinmaySahu #TanmaySwain #UniversityViolence #StudentPolitics #CampusClash #OdishaPolitics #StudentElection