Перейти к содержимому

ତୁ ଲଢ଼ିପାରିବୁନି ନିର୍ବାଚନ ଲୁଚିକି ଭିଡିଓ ଛାଡ଼ିଲା ଝିଅ | Odisha Reporter

Odisha Reporter

0:00 / 0:00

ତୁ ଲଢ଼ିପାରିବୁନି ନିର୍ବାଚନ ଲୁଚିକି ଭିଡିଓ ଛାଡ଼ିଲା ଝିଅ | Odisha Reporter

8 368 просмотров · 6 часов назад
Odisha Reporter
2,99 млн подписчиков
8 368 просмотров · 6 часов назад
ବିସିଜେଡି ତରଫରୁ ସେ ସଭାପତି ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। କଲେଜରେ ବୁଲି ବୁଲି ପ୍ରଚାର ବି କରୁଥିଲେ କିନ୍ତୁ ହ୍ୱାଏ ଆଇ ଷ୍ଟାଣ୍ଡ ମିଟିଙ୍ଗ ପୂର୍ବରୁ ବଦଳିଗଲା ଖେଳ। ସମର୍ଥକ ଅପେକ୍ଷା କରିଛନ୍ତି କିନ୍ତୁ କଲେଜରେ ପହଂଚିଲେନି ସଭାପତି। ଇଏ ଦୃଶ୍ୟ ଦେଖନ୍ତୁ କେମିତି କ୍ୟାମ୍ପସ ବାହାରେ ସଭାପତି ପ୍ରାର୍ଥୀଙ୍କ ଫଟୋ ଧରି ଆନ୍ଦୋଳନ କରୁଛନ୍ତି ସମର୍ଥକ। ଫଟୋରେ ଦେଖୁଥିବା ଏ ଝିଅ ହେଉଛନ୍ତି ଉଦଳା କଲେଜର ବିସିଜେଡିର ସଭାପତି ପ୍ରାର୍ଥୀ ଶୁଭଲକ୍ଷ୍ମୀ ହାତୀ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #BCJD #SubhalaxmiHati #UdalaCollege #StudentPolitics #CollegeElection #StudentUnionElection #PresidentialCandidate #CampusPolitics #StudentProtest #BreakingNews #OdishaNews #OdishaPolitics #CollegeCampus #StudentLeadership #WhyIStand #PoliticalNews