Перейти к содержимому

ଚୋରି କରିବାକୁ ଆସି, ନୟାପଲ୍ଲୀରେ ମୁଖାପିନ୍ଧି ଶ୍ରୀଧର କରିଥିଲା କୁକର୍ମ!prime accused Nayapalli r*pe case shot

Pratidin TV

0:00 / 0:00

ଚୋରି କରିବାକୁ ଆସି, ନୟାପଲ୍ଲୀରେ ମୁଖାପିନ୍ଧି ଶ୍ରୀଧର କରିଥିଲା କୁକର୍ମ!prime accused Nayapalli r*pe case shot

3 165 просмотров · 19 часов назад
Pratidin TV
1,77 млн подписчиков
3 165 просмотров · 19 часов назад
ଚୋରି କରିବାକୁ ଆସି , ନକଲି ବନ୍ଧୁକ ଦେଖାଇ କୁକର୍ମ କରିଥିଲା ଶ୍ରୀଧର ! ନୟାପଲ୍ଲୀ କୁକର୍ମକାରୀକୁ, କେମିତି କରାଗଲା ଏନକାଉଣ୍ଟର ସିପି କହିଲେ ସତ ! ଚୋରି କରିବାକୁ ଆସି ଶ୍ରୀଧର, ନୟାପଲ୍ଲୀ ରେ କରିଥିଲା ଏ କୁକର୍ମ l ରାଜଧାନୀ ରେ ବନ୍ଧୁକ ଦେଖାଇ କୁକର୍ମ କରିବା ମାମଲା ରେ ଗିରଫ ହେଲା ଅଭିଯୁକ୍ତ। ଅଭିଯୁକ୍ତ ଗିରଫ ହେଉଛି ଶ୍ରୀଧର ପଣ୍ଡା । ଗତ ବୁଧବାର ଦିନ ସନ୍ଧ୍ୟା 7 ଟା ବେଳେ ଚୋରି କରିବାକୁ ଯାଇ ଯୁବତୀ ଙ୍କୁ ଦେଖି ମନ ବଦଳେଇ ବନ୍ଧୁକ ଦେଖାଇ କୁକର୍ମ କରିଥିଲା। ଶ୍ରୀଧର ଜଣେ ପେସାଦାର ଅପରାଧୀ ତମାଣ୍ଡୋ ଥାନା ଓ ଖଣ୍ଡଗିରି ଥାନା ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲା।ଶ୍ରୀଧର ର ଘର ଗଞ୍ଜାମ ଜିଲ୍ଲା ହେଇଥିବା ବେଳେ ସେ ଜେଲ୍ ରୁ ବାହାରି ଭୁବନେଶ୍ୱରର ଚାକେଇସିଆଣି ରେ ରହୁଥିଲା। Police shot prime accused Nayapalli case #NayapalliEncounter #BhubaneswarPolice #CommissioneratePolice #OdishaNews #Bhubaneswar Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha