Перейти к содержимому

ହାତୀଗୁମ୍ଫା ଶିଳାଲେଖ: ପ୍ରାକ୍-ସାରଳା ଯୁଗର ସାମାଜିକ ଓ ସାହିତ୍ୟିକ ଚିତ୍ର || OPSC CSE Odia optional

Matru Academy

0:00 / 0:00

ହାତୀଗୁମ୍ଫା ଶିଳାଲେଖ: ପ୍ରାକ୍-ସାରଳା ଯୁଗର ସାମାଜିକ ଓ ସାହିତ୍ୟିକ ଚିତ୍ର || OPSC CSE Odia optional

838 просмотров · 2 мес. назад
Matru Academy
43,1 тыс. подписчиков
838 просмотров · 2 мес. назад
This YouTube tutorial is on ହାତୀଗୁମ୍ଫା ଶିଳାଲେଖର ସାମାଜିକ ଓ ସାହିତ୍ୟିକ ପୃଷ୍ଠଭୂମି | ପ୍ରାକ୍-ସାରଳା ଯୁଗ ଓଡ଼ିଆ ସାହିତ୍ୟର ଇତିହାସ ବୁଝିବା ପାଇଁ ପ୍ରାକ୍-ସାରଳା ଯୁଗର ସାମାଜିକ, ଐତିହାସିକ ଓ ସାହିତ୍ୟିକ ପରିବେଶକୁ ଜାଣିବା ଅତ୍ୟନ୍ତ ଆବଶ୍ୟକ। ଏହି ଶ୍ରେଣୀରେ ଆମେ ହାତୀଗୁମ୍ଫା ଶିଳାଲେଖକୁ ଆଧାର କରି ସେହି ସମୟର ସମାଜ ଓ ସାହିତ୍ୟିକ ପୃଷ୍ଠଭୂମିକୁ ବିଶ୍ଳେଷଣ କରିବା। ଏହି ଭିଡିଓରେ ଆଲୋଚନା କରାଯାଇଛି— 🔹 ହାତୀଗୁମ୍ଫା ଶିଳାଲେଖର ପରିଚୟ ଓ ଗୁରୁତ୍ୱ 🔹 ଶିଳାଲେଖର ଐତିହାସିକ ପୃଷ୍ଠଭୂମି 🔹 ପ୍ରାକ୍-ସାରଳା ଯୁଗର ସାମାଜିକ ଜୀବନ 🔹 ତତ୍କାଳୀନ ଧର୍ମ, ସଂସ୍କୃତି ଓ ରାଜନୈତିକ ପରିବେଶ 🔹 ହାତୀଗୁମ୍ଫା ଶିଳାଲେଖରେ ମିଳୁଥିବା ସାହିତ୍ୟିକ ଉପାଦାନ 🔹 ପ୍ରାଚୀନ ଓଡ଼ିଶାର ଭାଷା ଓ ସାହିତ୍ୟ ପରମ୍ପରା ବୁଝିବାରେ ଏହାର ଭୂମିକା 🔹 ସାରଳା ଯୁଗ ପୂର୍ବର ସାହିତ୍ୟିକ ପରିବେଶ ଏହି କ୍ଲାସ୍‌ଟି +3 Odia, Odia Honours, NEP Syllabus, PG Entrance, Competitive Examination ଏବଂ Odia Literature ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ। 📌 ବିଷୟ: ଓଡ଼ିଆ ସାହିତ୍ୟର ଇତିହାସ 📌 ଅଧ୍ୟାୟ: ପ୍ରାକ୍-ସାରଳା ଯୁଗ 📌 ବିଷୟବସ୍ତୁ: ହାତୀଗୁମ୍ଫା ଶିଳାଲେଖର ସାମାଜିକ ଓ ସାହିତ୍ୟିକ ପୃଷ୍ଠଭୂମି ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ। #ହାତୀଗୁମ୍ଫାଶିଳାଲେଖ #ପ୍ରାକସାରଳାଯୁଗ #ଓଡ଼ିଆସାହିତ୍ୟ #OdiaLiterature #OdiaHonours #NEP2020 #OdiaClass #Kharavela #OdishaHistory OPSC/UPSC Odia Optional || Dr Subhashree Sampada || Matru Academy|| Odisha || Sahitya|| IAS EXAM || OAS EXAM || Odia NET|| NTA UGC NET || JRF Exam | Crack National Eligibility Test|| 🔴 Subscribe for more free lessons: https://www.youtube.com/c/MatruAcadem... https://whatsapp.com/channel/0029VaxN... Subscribe to Telegram channel https://t.me/matruacademy Telegram Group https://t.me/joinchat/O1oDy9oXBPI4MDY1 Share this video with a YouTuber friend ✅ For inquiries contact me at matruacademy.edu@gmail.com ✅ Let's connect: 8763232327, ( whats app phone number) Facebook official page :  / maatruacademy   Facebook official page group:   / 424273335395560   ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି । ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ । ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ । Website: https://matruacademy.com/ Common registration form of matru academy : https://forms.gle/GHCbgF2iPuusz2P26 ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ । https://www.youtube.com/c/MatruAcadem...