ଆର୍ଥ୍ରାଇଟିସ୍: ଏଡ଼ାଇବେ କିପରି? | Arthritis: How to Treat? in Odia | Joint Pain | Dr Shakti Swaroop
Swasthya Plus Odia
0:00 / 0:00
ଆର୍ଥ୍ରାଇଟିସ୍: ଏଡ଼ାଇବେ କିପରି? | Arthritis: How to Treat? in Odia | Joint Pain | Dr Shakti Swaroop
2 610 просмотров · 11 мес. назад
Swasthya Plus Odia
804 тыс. подписчиков
2 610 просмотров · 11 мес. назад
ଆର୍ଥ୍ରାଇଟିସ୍ ବା ଗଣ୍ଠି ଯନ୍ତ୍ରଣା ଆଜିକାଲି ସବୁଠାରୁ ସାଧାରଣ ସମସ୍ୟା। ପୂର୍ବରୁ ଏହା ବୟସ୍କ ଲୋକଙ୍କଠାରେ ଦେଖାଦେଉଥିଲା ହେଲେ ବର୍ତ୍ତମାନ ଅଳ୍ପ ବୟସ ବ୍ୟକ୍ତିଙ୍କଠାରେ ଏହା ଦେଖାଦେଉଛି। ଏହା କାହିଁକି ହେଉଛି ଏବଂ ଏହାକୁ ରୋକିବା କିପରି? ଆସନ୍ତୁ, ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏନେଇ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଆର୍ଥ୍ରାଇଟିସ୍ର ଲକ୍ଷଣକୁ ଜାଣନ୍ତୁ (0:00)
ଅଳ୍ପ ବୟସରେ ଗଣ୍ଠି ଯନ୍ତ୍ରଣା ହେବାର କାରଣ (2:06)
ଜୀବନଶୈଳୀ ଯୋଗୁଁ ଆଣ୍ଠୁ ଏବଂ ଗଣ୍ଠିରେ ସମସ୍ୟା ହୁଏ କି? (3:24)
ଗଣ୍ଠିକୁ ସୁରକ୍ଷିତ ରଖିବା ପାଇଁ ଡାଏଟ୍ (5:40)
କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର? (6:51)
ଗଣ୍ଠି ଯନ୍ତ୍ରଣାର ପରୀକ୍ଷା ଏବଂ ଚିକିତ୍ସା (7:53)
ଗଣ୍ଠିରେ ଯନ୍ତ୍ରଣା ବା ଆର୍ଥ୍ରାଇଟିସ୍କୁ ରୋକିବା କିପରି? (10:04)
Arthritis is a condition that causes inflammation and stiffness in one or more joints, leading to pain, swelling, and reduced mobility. It can affect people of all ages but is more common in older adults. Can Lifestyle changes lead to Knee & Joint Problems? Let's learn more from Dr Shakti Swaroop, an Orthopaedic, Foot & Ankle Specialist.
In this Video,
What are the Symptoms of Arthritis? in Odia (0:00)
Causes of Joint Pain in Youth, in Odia (2:06)
Can Lifestyle changes lead to Knee & Joint Problems? in Odia (3:24)
Diet for Healthy Joints, in Odia (5:40)
When to consult a doctor for Joint Pain? in Odia (6:51)
Diagnosis & Treatment of Joint Pain, in Odia (7:53)
Prevention of Arthritis, in Odia (10:04)
#Arthritis #JointPain #OdiaHealthTips
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: / swasthyaplusodia .
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!