Перейти к содержимому

ସକାଳର ଫ୍ରେସ୍‌ ଆଉ ଚଟପଟା ମୁଢ଼ି ମସଲା 🥣 | Odia Morning Breakfast

Kandhei Rani Vlog

0:00 / 0:00

ସକାଳର ଫ୍ରେସ୍‌ ଆଉ ଚଟପଟା ମୁଢ଼ି ମସଲା 🥣 | Odia Morning Breakfast

27 просмотров · 2 дня назад
Kandhei Rani Vlog
599 подписчиков
27 просмотров · 2 дня назад
ସକାଳର ଫ୍ରେସ୍‌ ଆଉ ଚଟପଟା ମୁଢ଼ି ମସଲା 🥣 | Odia Morning Breakfast ସକାଳୁ ସକାଳୁ ଏମିତି ବନେଇ ଖାଆନ୍ତୁ! 😋 | Quick & Delicious Odia Style Morning Breakfast ​ସମସ୍ତଙ୍କୁ ନମସ୍କାର! 🙏 ଆଜିର ଏହି ଭିଡିଓରେ ମୁଁ ବନେଇଛି ସକାଳର ସବୁଠୁ ସହଜ ଏବଂ ସ୍ୱାଦିଷ୍ଟ ଚଟପଟା ମୁଢ଼ି ମସଲା (Muri Chaat / Jhal Muri)। ମାତ୍ର ୨ ମିନିଟ୍‌ରେ ମୁଢ଼ି, ମିକ୍ସଚର, ଧନିଆ ପତ୍ର, ସୋରିଷ ତେଲ, ପିଆଜ ଓ କଞ୍ଚା ଲଙ୍କା ପକେଇ ଏହି ସ୍ୱାଦିଷ୍ଟ Morning Snack ତିଆରି ହୋଇପାରିବ। ​ଯଦି ଆପଣଙ୍କୁ ଏହି ଭିଡିଓଟି ଭଲ ଲାଗେ, ତେବେ Like, Share ଏବଂ Subscribe କରିବାକୁ ଭୁଲିବେନି! 👍 ​ଆବଶ୍ୟକ ସାମଗ୍ରୀ: ​ମୁଢ଼ି (Puffed Rice) ​ମିକ୍ସଚର (Mixture) ​କଟା ପିଆଜ (Finely chopped Onion) ​କଞ୍ଚା ଲଙ୍କା (Green Chillies) ​ଧନିଆ ପତ୍ର (Coriander Leaves) ​ସୋରିଷ ତେଲ (Mustard Oil) #OdiaVlog #MuriChaat #JhalMuri #OdiaBreakfast #OdiaRecipe #MorningSnacks #OdiaFood #DesiSnacks #StreetStyleMuriChaat #QuickBreakfast