Перейти к содержимому

Ganjam Flood Havoc: 80-Year-Old Woman Swept Away, 13 Families Lose Their Homes | Odisha Reporter

Odisha Reporter

0:00 / 0:00

Ganjam Flood Havoc: 80-Year-Old Woman Swept Away, 13 Families Lose Their Homes | Odisha Reporter

2 017 просмотров · 14 ч назад
Odisha Reporter
2,99 млн подписчиков
2 017 просмотров · 14 ч назад
ବନ୍ୟା ଛଡ଼ାଇ ନେଇଛି ସବୁକିଛି। କାହାର ମୁଣ୍ଡ ଉପରୁ ଛାତ ଛଡ଼ାଇ ନେଇଛି ତ କାହାର ବର୍ଷ ବର୍ଷର ସ୍ୱପ୍ନକୁ ଭସାଇ ନେଇଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ ଜାହାଡ଼ା ଗାଁରେ ବନ୍ୟାର କରାଳ ରୂପ। ୮୦ ବର୍ଷୀୟା ଚନ୍ଦ୍ରମା ସ୍ୱାଇଁ ବନ୍ୟା ପାଣିରେ ଭାସିଯାଉଥିବା ବେଳେ ଗାଁଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଜାହାଡ଼ା ଗାଁର ୧୩ଟି ପରିବାର ଏବେ ଘରଦ୍ୱାର ହରାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି। #GanjamFlood #JahadaVillage #Dharakote #FloodVictims #OdishaFlood #FloodDamage #ChandramaSwain #HomelessFamilies #OdishaNews #GanjamNews #FloodRelief #HumanStory #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter