KARICHU PAPO SARBE HE ISWARA ll christian song ll by Saramuli singers ll Paras music team ll
Anjan Nayak
0:00 / 0:00
KARICHU PAPO SARBE HE ISWARA ll christian song ll by Saramuli singers ll Paras music team ll
7 290 просмотров · 10 месяцев назад
Anjan Nayak
516 подписчиков
7 290 просмотров · 10 месяцев назад
#karichupaposarbe #christiansong #repentancesong
#reachtheworld #favoritesong #godforever #bestchristiansong #oldchristiansong
song - Karichu papo sarbe he iswara
music - Paras, Nitin & Prasanta
sang by - Anand & Saramuli team
lyrics:-
କରିଛୁ ପାପ ସର୍ବେ ହେ ଈଶ୍ୱର
ଆମ ପ୍ରତି ଦୟା କର। – ୧
ପ୍ରଭୁଙ୍କ ପାଶେ ତଥା ଭ୍ରାତା ଭଗ୍ନିଠାରେ
ପ୍ରକାଶ ମୁଁ କରେ ପାପ ଅତି ନମ୍ର ଭରେ ।-୨
ମୋର କାୟମନ ଚିନ୍ତା ତଥା ବଚନରେ
କରିଅଛି ପାପ ମୁଁହି ପ୍ରଭୁ ବିରୋଧରେ।
ସାଧ୍ବିମାତା ତବ ପାଶେ ମିନତୀ ମୁଁ କରେ
କରେ ସାଧୁ ସାଧ୍ବି ଭ୍ରାତା ଭଗିନୀ ତୁମଠାରେ ।-୨
ମୋର ପାଇଁ ପ୍ରଭୁ ପାଶେ କର ନିବେଦନ
କ୍ଷମା ଦେବେ ମୋର ପାପ ପ୍ରଭୁ ସନାତନ।
By Anjan..
my channel - anjanchannel02
contact - 7848828960
#saramuli village