Перейти к содержимому

ସୁନା ରୂପା | SUNA RUPA | HUMAN SAGAR | NEW ODIA CHRISTIAN FULL SONG | BM MUSIC

Bahumulya Nayak

0:00 / 0:00

ସୁନା ରୂପା | SUNA RUPA | HUMAN SAGAR | NEW ODIA CHRISTIAN FULL SONG | BM MUSIC

273 418 просмотров · 2 года назад
Bahumulya Nayak
8,52 тыс. подписчиков
273 418 просмотров · 2 года назад
ସୁନା ରୂପା | SUNA RUPA | HUMAN SAGAR | NEW ODIA CHRISTIAN FULL SONG | BM MUSIC SUNA RUPA Singer - Human Sagar Music composition - Sundar Kumar Lyrics - pr Bore Nayak Music arrangement - Bapi samal Lyrics correction - prutiviraj sk Dub & mix : md studio bunu ସମସ୍ତଙ୍କୁ ମର ଖ୍ରୀଷ୍ଟିଆନ ଭାଇ ମାନଙ୍କୁ Bahumulya nayak channel ତରଫରୁ  praise the lord 🙏ଜଣାଉଛୁ | ଏବଂ ଏହି ଗୀତ ଦ୍ୱାରା ପରମେଶ୍ବରଙ୍କ ମହିମା ହେଉ | ଏହି ଗୀତର original ଲେଖକ ହେଉଛନ୍ତି pr. Bore nayak | ଗ୍ରାମ - ହରିପୁର ପୋଷ୍ଟ - କୋଟଗଡ ଜିଲ୍ଲା - କନ୍ଧମାଳ         ଆଶା କରୁଛି ଆପଣମାନଙ୍କୁ ଏହି ଗୀତ ବହୁତ ଭଲ ଲାଗିବ |    ଏହି ଗୀତ ଦ୍ୱାରା ପ୍ରଭୁ ସମସ୍ତଙ୍କୁ ଆଶ୍ରିବାଦ୍ କରନ୍ତୁ |                 ଯୀଶୁ ପ୍ରେମମୟ ଅଟନ୍ତି ତାଙ୍କୁ ଚାଖନ୍ତୁ ଆଉ ଜାଣନ୍ତୁ |      🙏   ସମସ୍ତଙ୍କୁ ମର ପ୍ରେମ ଭରା ନମସ୍କାର  🙏 କରୁଣା ମୟ ଆହେ କରୁଣା ମୟ       କରିଛି ତୁମକୁ ମୁଁ ଆଶ୍ୱାଦନ....( ୨ ) ମୁଁ ଚାଖି ଜାଣିଛି ତୁମେ ପ୍ରେମ ମୟ...( ୨ )         କରୁଣା ମୟ...... ୧. ହଜାର ହଜାର ସୁନା ରୁପା ଠାରୁ             ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ..... ( ୨ )     ମହର ଜିହ୍ବା କରିବ ସର୍ବଦା                 ତୁମର କର୍ମର ଗୁଣଗାନ      ମୋ ମଙ୍ଗଳ କାରି  ତୁମେ  ମଙ୍ଗଳ ମୟ                    ମୋ ମଙ୍ଗଳ କାରି ମୋ ମଙ୍ଗଳ ମୟ                  କରିଛି ତୁମକୁ ମୁଁ ଆଶ୍ୱାଦନ....( ୨ )                           କରୁଣା ମୟ..... ୨. ହଜାର ହଜାର ମଣିମୁକ୍ତା ଠାରୁ             ମୋହର ପ୍ରିୟତ୍ତମ ଅତି ଉତ୍ତମ....( ୨ )      ମୁଁ ଯେ ଆପଣାର ପ୍ରିୟ ଯୀଶୁଙ୍କର               ସେ ପ୍ରିୟ ଯୀଶୁ ଯେ ମୋ କେଡେ ମହାନ       ମୋ ମଙ୍ଗଳ କାରି ମୋ ମଙ୍ଗଳ ମୟ.....( ୨ )                   କରିଛି ତୁମକୁ ମୁଁ ଆଶ୍ୱାଦନ...( ୨ )                             କରୁଣା ମୟ....                            (   ସମାପ୍ତ  ) #sunarupa #bahumulyanayak #humansagar #humansagarstatus #odiachristiansong #humansagarnewchristiansong #humansagarnewodiachristiansong #newchristiansong #humansagarnewsong #humansagarnewsong2021 #humansagarnewsong2023 #humansagarnewsong2024 #humansagarchristiansong #humansagarsadsong #newchristiansong #humansagarallsong #bmmusic #humansagarsong #humansagarodiasong #jesus #karuna #karunamaya #jishu #jesuschrist #newchristiansong #ananyasritamnanda #newchristiansong #shasanksekhar #odiasong #humansagarstatusvideo #odianewchristiansong #music #teacher #humansagarallchristiansong #christianallsong #karunamayahumansagarnewsong #karunamayaahekarunamaya #sunarupanewsong !!* ANTY-PIRACY  WARNING  *!! This content is copyright to Bahumulya Nayak any unauthorized reproduction redistribution, re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented. 🙏 Thanks for watching 🙏 ✝️ God bless you ✝️