Перейти к содержимому

କେଉଁଦିନ ପାଳିବେ ବିଜୟା ଦଶମୀ ?... କଣ କହୁଛି ପଞ୍ଜିକା ? | Odisha Reporter

Odisha Reporter

0:00 / 0:00

କେଉଁଦିନ ପାଳିବେ ବିଜୟା ଦଶମୀ ?... କଣ କହୁଛି ପଞ୍ଜିକା ? | Odisha Reporter

4 056 просмотров · 22 ч назад
Odisha Reporter
2,99 млн подписчиков
4 056 просмотров · 22 ч назад
ମଣ୍ଡପରେ ଚାଲିଛି ମାଙ୍କ ମହାଷଷ୍ଠୀ ପୂଜା। ଏପଟେ ପୀଠରେ ମହାସପ୍ତମୀ। ଚଳିତ ବର୍ଷ ଦଶହରାରରେ ବି ପୂଜା ଓ ନୀତିକୁ ନେଇ ପୁଣି ଦ୍ବନ୍ଦ୍ବ ପୁଣି ବିବାଦ। ଦଶହରା ପୂର୍ବରୁ ଷଷ୍ଠୀ, ସପ୍ତମୀକୁ ନେଇ ଦ୍ବନ୍ଦ୍ବ। କିଛି ମଣ୍ଡପରେ କାଲି ବିଲ୍ବବରଣ ହୋଇଥିବା ବେଳେ...ଆଜି ଆଉ କିଛି ମଣ୍ଡପରେ ପାଳନ କରୁଛନ୍ତି ବିଲ୍ବବରଣ ନୀତି । କିଛି କାଲି ଷଷ୍ଠୀ ପାଳନ କରିଥିବା ବେଳେ... ଆଜି କିଛି ଜାଗାରେ ଷଷ୍ଠି ପୂଜା କରୁଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ଶ୍ରଦ୍ଧାଳୁ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #DurgaPuja2026 #MahaShashthi #MahaSaptami #Dussehra #DurgaPujaRituals #OdishaNews #OdishaFestivals #PujaControversy #BilwaBarana #MaaDurga #FestivalUpdates #OdishaCulture #DurgaPujaCelebration #BreakingNews #ReligiousTraditions