ପୁଅ ଜନ୍ମ ଅଭିଶାପ ଛାଡ଼ିଦେଲା ରେଳ ଷ୍ଟେସନରେ | Odisha Reporter
Odisha Reporter
0:00 / 0:00
ପୁଅ ଜନ୍ମ ଅଭିଶାପ ଛାଡ଼ିଦେଲା ରେଳ ଷ୍ଟେସନରେ | Odisha Reporter
5 309 просмотров · 5 часов назад
Odisha Reporter
2,98 млн подписчиков
5 309 просмотров · 5 часов назад
ପୁଅ ଜନ୍ମ ଅଭିଶାପ ଛାଡ଼ିଦେଲା ରେଳ ଷ୍ଟେସନରେ | Odisha Reporter
ଦିନେ ଯେଉଁ ମା’ ଘରଟିଏ ଗଢ଼ିଥିଲା...ଆଜି ସେହି ଘର ହିଁ ତାଙ୍କୁ ଅଚିହ୍ନା କରିଦେଇଛି । ଯେଉଁ ମା’ ନିଜ ରକ୍ତକୁ ପାଣି କରି...ପଣତକାନିରେ ଲୁହ ପୋଛି... ନିଜ ପିଲାଙ୍କୁ ମଣିଷ କରିଥିଲା, ଆଜି ସେହି ମା’ ପାଇଁ ପୁଅ ବୋହୂ ଘରର କବାଟ ବନ୍ଦ କରିଦେଇଛନ୍ତି । ପୁଅ ଅଛି... ବୋହୂ ଅଛି... ନାତି-ନାତୁଣୀ ବି ଅଛନ୍ତି...ହେଲେ ନାହିଁ ଟିକିଏ ଆଶ୍ରା! ଜୀବନର ଶେଷ ସମୟରେ ଚାରିକାନ୍ଥ ଭିତରେ ନୁହଁ ରେଳ ଷ୍ଟେସନର ଏ ଥଣ୍ଡା ଚଟାଣରେ କଟୁଛି ତାଙ୍କ ଦିନ । ମାସେ କି ୨ ମାସ ନୁହଁ ବର୍ହ ବର୍ହ ଧରି ଏମିତି ଏଇଠି ପଡ଼ିରହିଛି ଏ ବୁଢ଼ି ମାଆ ।
#odishareporter #odisha #ajirakhabar #ajiranews #trending #todaynews #khabar #muniguda #sad #story #specialpackage #specialstory
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter