Перейти к содержимому

Kuni Bhakta Muhin Tumara Kaudia Paraja ll କୁନି ଭକ୍ତ ମୁହିଁ ତୁମର କାଉଡିଆ ପରଜl ll Gyana Prakash Nayak🙏

Sai Pragnya Entertainment

0:00 / 0:00

Kuni Bhakta Muhin Tumara Kaudia Paraja ll କୁନି ଭକ୍ତ ମୁହିଁ ତୁମର କାଉଡିଆ ପରଜl ll Gyana Prakash Nayak🙏

3 466 просмотров · 1 месяц назад
Sai Pragnya Entertainment
14 тыс. подписчиков
3 466 просмотров · 1 месяц назад
#kuni #bhakta #muhin #tumara #kaudia #paraja #Gyanaprakasnewreles #new kaudia song #kaudia2026 #Jayaprabhu #Sibasankara #Ahesrabanaraja #srabanamasasong #kaudiyala #Kaudibala #Bolbam #Special #Song #Kaudia #Bhajana #2026 #Panibhara #neijauchu #Saji #Sibanka #Chela #Saide #Tikie #Diare #Gyanaprakash #Nayak #Sai #Pragnya #Creation #KuniKaudia #ShravanSpecial #OdiaBolbamSong #BhaktiBhajan #Mahadev #HarHarMahadeva #OdiaDevotional #TrendingOdiaBhajan #Kunikaudiasong #Saipragnyaentertainment new #    • Belapatra Janma Kahani🙏ବେଲପତ୍ର ଜନ୍ମ କାହାଣୀ...   Song :Kuni Bhakta Muhin Tumara Kaudia Paraja Singer :Gyanaprakaah Nayak (Sai) Music :Priyadarshini Nayak Lyrics :Muralidhar Das Producer :Ganesh Nayak Brand :Sai Pragnya Creation Copyrights : Sai pragnya creation 🔱Har Har Mahadev 🔱 ଗାଁଠୁ ସହର, ଶ୍ରାବଣ ମାସରେ ମହାଦେବଙ୍କ ପାଖରେ ଜଳାଭିଷେକ କରିବା ପାଇଁ ଯାଉଥିବା ସାନ ସାନ କାଉଡ଼ିଆ (ଛୋଟ ପିଲା) ମାନଙ୍କର ନିଷ୍କପଟ ଭକ୍ତି, ଉତ୍ସାହ ଓ ବୋଲବମ୍ ଯାତ୍ରାକୁ ନେଇ ଏହି ଗୀତଟି ରଚିତ। ଏହା ଏକ ଅତ୍ୟନ୍ତ ଚୁଲବୁଲି, ଜୀବନ୍ତ ଓ ତାଳପୂର୍ଣ୍ଣ ଆଞ୍ଚଳିକ ଲୋକଗୀତ (Folk/Bhakti Bhajan)। ଏଥିରେ କାଉଡ଼ିଆ ମାନଙ୍କର କାାନ୍ଧରେ ଭାର, ଚାଲିବାର ଶୈଳୀ ଓ 'ବୋଲବମ୍ ହର ହର' ଡାକର ସୁନ୍ଦର ବର୍ଣ୍ଣନା ରହିଛିପ୍ରତିବର୍ଷ ଶ୍ରାବଣ ମାସ ଆସିଲେ ଓଡ଼ିଶାର ଗାଁଠୁ ସହର, ବିଶେଷ କରି ଶିବମନ୍ଦିର ଗୁଡ଼ିକରେ ଓ କାଉଡ଼ିଆ ଯାଉଥିବା ରାସ୍ତାରେ ଏହି ଗୀତଟି ବହୁତ ମାତ୍ର ରେ ଶୁଣି ଅନେକ ଭଲପାଇ ଓ ଆଶୀର୍ବାଦ ଦେବେ ବୋଲି ଆମର ଆଶା l ଯଦି ଏହିପରି ଅନେକ ସୁନ୍ଦର ଶିବ ଭଜନ ଶୁଣିବାକୁ ଚାହୁଁଛନ୍ତି ତେବେ "SAI PRAGNYA ENTERTENMENT " channel ku subscribe କରିବା ସହ bell icon 🔔 କୁ ମାରିଦିଅନ୍ତୁ ଯାହା ଦ୍ୱାରା ଆମର ସମସ୍ତ ଗୀତ ଆପଣଙ୍କ ପାଖରେ ପହଁଚିବା l ଗୀତ ଟିକୁ ଅନେକ ମାତ୍ରା ରେ like,share କରିବା ସହିତ ଆପଣଙ୍କ ମତାମତ comment ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ 🙏 ​ଏହା ଶିବଭକ୍ତ ମାନଙ୍କ ମନରେ ଏକ ଅଲଗା ପ୍ରକାରର ଆନନ୍ଦ ଓ ଜୋସ୍ ଭରିଦିଏ। dhanyabad 🙏 ♥️Thank You For Your Love And Support.♥️