Chari Juga Madhye Kie Sresthha ll ଚାରିଟି ଯୁଗ ମଧ୍ୟରୁ କେଉଁ ଯୁଗ କୁ ଶ୍ରେଷ୍ଠ ବୋଲି କହିବା ll ଆପଣ କୁହନ୍ତୁ ??
Sai Pragnya Entertainment
0:00 / 0:00
Chari Juga Madhye Kie Sresthha ll ଚାରିଟି ଯୁଗ ମଧ୍ୟରୁ କେଉଁ ଯୁଗ କୁ ଶ୍ରେଷ୍ଠ ବୋଲି କହିବା ll ଆପଣ କୁହନ୍ତୁ ??
7 198 просмотров · 19 часов назад
Sai Pragnya Entertainment
14 тыс. подписчиков
7 198 просмотров · 19 часов назад
#Charijugakatha #Pragnyashreenewsong2026 # #Saipragnyaentertainment #Charijugekiesrestha #charijugararahasyamayakatha #Satyajuga #Dwaparajuga #Tretayajuga #Kalijuga #Charijugamadhye #Kiesrestha #Charijugaramahatma #Saipragnyacreation #Pragnyashreenayaknewrealese #Jugamanankamadhyarekali #Oldisgoldstory #Goldensong2026 #Puranajugakatha #Odiajati #
ପୁରାଣ ଅନୁସାରେ ଆମର ମୁଖ୍ୟତଃ ୪ ଟି ଯୁଗ ରହିଛି। ସେଗୁଡ଼ିକ ହେଲା:
ସତ୍ୟ ଯୁଗ (କୃତ ଯୁଗ)
ତ୍ରେତା ଯୁଗ
ଦ୍ଵାପର ଯୁଗ
କଳି ଯୁଗ
୧. କେଉଁ ଯୁଗଟି ସବୁଠାରୁ ବଡ଼ ? ଏହା ଉପରେ ଏକ ସୁନ୍ଦର ଗୀତ,
ସତ୍ୟ ଯୁଗ: "ମୁଁ ସବୁଠାରୁ ବଡ଼! କାରଣ ମୋ ସମୟରେ କେବଳ ଧର୍ମ, ସତ୍ୟ ଏବଂ ପବିତ୍ରତା ଥିଲା। ପାପର ନାମନିଶାନ ନଥିଲା।"
ତ୍ରେତା ଯୁଗ: "ମୁଁ ବଡ଼! କାରଣ ମୋ ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅବତାର ନେଇଥିଲେ ଏବଂ ଲୋକଙ୍କୁ ସତ୍ୟ ଓ ତ୍ୟାଗର ମାର୍ଗ ଦେଖାଇଥିଲେ।"
ଦ୍ଵାପର ଯୁଗ: "ମୁଁ ବଡ଼! କାରଣ ମୋ ସମୟରେ ସ୍ୱୟଂ ଶ୍ରୀକୃଷ୍ଣ ଅବତାର ନେଇ ଗୀତାର ମହାନ ଜ୍ଞାନ ଜଗତକୁ ଦେଇଥିଲେ।"
କଳି ଯୁଗ: "ତୁମେ ସମସ୍ତେ ଆପଣା ସ୍ଥାନରେ ମହାନ, କିନ୍ତୁ ମୁଁ ସବୁଠାରୁ ଭିନ୍ନ! କାରଣ ତୁମ ଯୁଗରେ ଭଗବାନଙ୍କୁ ପାଇବା ପାଇଁ ହଜାର ହଜାର ବର୍ଷର ତପସ୍ୟା କରିବାକୁ ପଡ଼ୁଥିଲା, କିନ୍ତୁ ମୋ ଯୁଗରେ କେବଳ 'ହରି ନାମ' ଜପ କଲେ ଏବଂ ସଚ୍ଚା ମନରେ କର୍ମ କଲେ ଭଗବାନ ମିଳିଯାଆନ୍ତି!"
ଗୀତଟିକୁ ସମ୍ପୂର୍ଣ ଦେଖନ୍ତୁ ଏବଂ ଭଲ ଲାଗିଲେ comment ରେ "ଜୟ ଜଗନ୍ନାଥ " ବୋଲି ଲେଖିଦିଅନ୍ତୁ ଏବଂ like,share, କରି channel ଟିକୁ subscribe କରିଦିଅନ୍ତୁ plz plz plz
🎵Song :: Chari Juga Madhey Kie Sresthha
🎧Singer :: Pragnyashree Nayak
✍️Lyrics :: Himansu Mohanty
🎶music :: Priyadarshini Nayak
Copyrights' by Sai pragnya Entertainment YouTube channel
#4Yugas #SatyaYuga #TretaYuga #DwaparaYuga #KaliYuga #SanatanDharma #OdiaShorts #OdiaReels #OdiaCulture #HinduMythology #SpiritualOdia #OdiaDescription #AamaSanskriti #OdiaSpiritual #MotivationForKids #TrendingOdia #OdishaHistory #odiasjanki #
I am the copyright owner of the audio/content titled "Jaya Jay ma Mangala Tuhi Khudurukuni ui]". It has come to my attention that your platform/channel is hosting content that uses my original work without my authorization or license.
Thank You For Your Love And Support.♥️