ନୟାପଲ୍ଲୀ ଗାର୍ଲ୍ସ ହଷ୍ଟେଲ ଝିଅଙ୍କୁ ରୁମ୍ ରେ ପଶି ମାଡ଼ ! Nayapalli Girls' hostel inmates attacked, Bbsr.
Pratidin TV
0:00 / 0:00
ନୟାପଲ୍ଲୀ ଗାର୍ଲ୍ସ ହଷ୍ଟେଲ ଝିଅଙ୍କୁ ରୁମ୍ ରେ ପଶି ମାଡ଼ ! Nayapalli Girls' hostel inmates attacked, Bbsr.
1 354 просмотра · 9 часов назад
Pratidin TV
1,76 млн подписчиков
1 354 просмотра · 9 часов назад
ନୟାପଲ୍ଲୀ ଗାର୍ଲ୍ସ ହଷ୍ଟେଲ ଝିଅଙ୍କୁ ରୁମ୍ ରେ ପଶି ମାଡ଼ ! ପ୍ରପର୍ଟି ଭାଗ ବଣ୍ଟାକୁ ନେଇ ତୁମୁଳ କାଣ୍ଡ ପରେ ହଷ୍ଟେଲ ରେ ରହୁଥିବା ଯୁବତୀ ଙ୍କୁ ମରଣାନ୍ତକ ଆକ୍ରମଣ । ନୟାପଲ୍ଲୀ ଥାନା ଜୟଦେବ ବିହାର ଲେନ୍ ୭ ରେ ଥିବା ମନାଜ ମହାନ୍ତି ହଷ୍ଟେଲ ଯୁବତୀଙ୍କୁ ମାଡ଼ ମାରି ମୁଣ୍ଡ ଫଟେଇ ଦେଇଥିବା ଅଭିଯୋଗ ହେଇଛି । ମୋନାଜ ମହାନ୍ତି ପୂର୍ବରୁ ଘର ଭଡ଼ା ନେଇଥିବା ବେଳେ ସ୍ତ୍ରୀ ପ୍ରିୟମ୍ବଦା ମହାନ୍ତି ଟଙ୍କା ପାଇଁ ରହୁଥିବା ଯୁବତୀଙ୍କୁ କହୁଥିଲେ । ଘର ମାଲିକ ମୋନଜ୍ ଓ ଭଉଣୀ ଟଙ୍କା ନେଉଥିବା କଥା କହିବାରୁ ରଗିଯାଇଥିଲେ । ଆଜି ସକାଳୁ ହଷ୍ଟେଲ ରୁମ୍ ରେ ପସି ଆକ୍ରମଣ କରିଥିଲେ ।Nayapalli Girls' hostel inmates attacked, Bbsr.
#bhubaneswarnews #Nayapalli #JayadevVihar #HostelAttack #commissioneratepolice
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha