Перейти к содержимому

ପୁଲିସ ବାବୁ ବନିଗଲେ ସିବିଆଇ ଅଫିସର,ଡିପାର୍ଟମେଣ୍ଟ ବଦନାମ | Odisha Reporter

Odisha Reporter

0:00 / 0:00

ପୁଲିସ ବାବୁ ବନିଗଲେ ସିବିଆଇ ଅଫିସର,ଡିପାର୍ଟମେଣ୍ଟ ବଦନାମ | Odisha Reporter

3 114 просмотров · 13 часов назад
Odisha Reporter
2,98 млн подписчиков
3 114 просмотров · 13 часов назад
ପୁଲିସ ବାବୁ ବନିଗଲେ ସିବିଆଇ ଅଫିସର,ଡିପାର୍ଟମେଣ୍ଟ ବଦନାମ | Odisha Reporter ପୁଣି ଲାଗିଲା ଖାକିରେ ଦାଗ । କନେଷ୍ଟବଳ ବାବୁଙ୍କ ଅଜବ କାଣ୍ଡ । ଅଧିକ ଟଙ୍କା ଉପାର୍ଜନ କରିବାର ନିଶା... ଗ୍ରାସ କରିଥିଲା ଖାକି ପିନ୍ଧା ବାବୁଙ୍କୁ । ଆଟୋ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି... ମୂଲିଆଙ୍କ ପର୍ଯ୍ୟନ୍ତ । କାହାକୁ ବି ଛାଡି ନଥିଲେ । ନକଲି ସି.ବି.ଆଇ ଅଫିସର ବନି... ଲୋକଙ୍କୁ ଲୁଟୁଥିଲେ ଅସଲି କନେଷ୍ଟବଳ ବାବୁ । ଆଉ ଏବେ ଧରାପଡିବା ପରେ... ସଂମ୍ପୃକ୍ତ କନେଷ୍ଟବଳଙ୍କୁ ଚାକିରୀରୁ ସସପେଣ୍ଡ କଲେ ବୌଦ୍ଧ ଏସପି କୁଲଦୀପ ମୀନା । #odishareporter #odisha #ajirakhabar #boudh #cbiofficer #police #fake #bribe #specialpackage #specialstory Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter