Перейти к содержимому

Cyclone Arnab Triggers Flash Floods & Landslides in Gajapati | NH-326 Blocked | Odisha Reporter

Odisha Reporter

0:00 / 0:00

Cyclone Arnab Triggers Flash Floods & Landslides in Gajapati | NH-326 Blocked | Odisha Reporter

5 034 просмотра · 5 часов назад
Odisha Reporter
2,99 млн подписчиков
5 034 просмотра · 5 часов назад
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରକୃତିର କରାଳ ରୂପ! ଆକାଶରୁ ଲଗାଣ ବର୍ଷା, ପାହାଡ଼ରୁ ଖସୁଛି ମାଟି ଅତଡ଼ା ଓ ବଡ଼ ବଡ଼ ପଥର। ଆର୍. ଉଦୟଗିରି ବ୍ଲକ୍‌ର ରଣ୍ଡିବା ଗାଁ ନିକଟ ଶିବମନ୍ଦିର ଚାରିପଟେ ମାଡ଼ିଆସିଛି ପାହାଡ଼ି ବନ୍ୟା ଜଳ। ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ମଧ୍ୟ ଆଖପାଖ ଗାଁରେ ଚିନ୍ତା ବଢ଼ାଇଛି। ପାହାଡ଼ିଆ ଅଞ୍ଚଳରେ ବଢ଼ୁଛି ବିପଦ, ଯୋଗାଯୋଗ ବ୍ୟବସ୍ଥା ଉପରେ ପଡ଼ିଛି ପ୍ରଭାବ। ଦେଖନ୍ତୁ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତିର ଛାତିଥରା ଦୃଶ୍ୟ। #CycloneArnab #Gajapati #GajapatiFlood #Landslide #FlashFlood #NH326 #Mohana #RisingWaterLevel #OdishaWeather #OdishaNews #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter