Перейти к содержимому

ଆଉ ହେବନି ଡାଇବେଟିସ୍ କଣ ଖାଇବେ ଆଉ କଣ ଖାଇବେନି#odiahealthtips

Dr Senapati

0:00 / 0:00

ଆଉ ହେବନି ଡାଇବେଟିସ୍ କଣ ଖାଇବେ ଆଉ କଣ ଖାଇବେନି#odiahealthtips

442 047 просмотров · 3 года назад
Dr Senapati
330 тыс. подписчиков
442 047 просмотров · 3 года назад
ଆଉ ହେବନି ଡାଇବେଟିସ୍ #odiahealthtips #diabetes #drsenapati #diabetestreatment #diabeteshomeremedies #diabetesawareness #odisha #odia ସମଗ୍ର ବିଶ୍ୱରେ ମଧୁମେହ ରୋଗ ଏକ ଜଟିଳ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହି ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ଏକ ପ୍ରକାର ଅସମ୍ଭବ। ହେଲେ ଏହାକୁ ନିୟନ୍ତ୍ରଣରେ ରଖିଲେ ବିଭିନ୍ନ ଦୂରାରୋଗ୍ୟରୁ ରକ୍ଷା ମିଳିପାରିବ। ତେଣୁ ଡାଏବେଟିସ୍‌ ରୋଗୀ ନିଜ ଖାଦ୍ୟପେୟରେ ସଞ୍ଜମତା ଆଣିବା ଦରକାର। ତେବେ ଡାଏବେଟିସ୍‌ ରୋଗୀ କେଉଁ ଭଳି ଖାଦ୍ୟ ଖାଇବେ? ବ୍ରେକ୍‌ଫାଷ୍ଟ, ଲଞ୍ଚ ଓ ରାତିରେ କ’ଣ ଖାଇବା ଆବଶ୍ୟକ। ସେନେଇ ଆସନ୍ତୁ ଜାଣିବା Diabetes is a global problem. It is almost impossible to recover from this disease. However, keeping it under control can help prevent many types of chronic illnesses. So diabetics need to bring balance to their diet. So what kind of food should diabetics eat? What to eat for breakfast, lunch, and dinner ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ Dr senapati ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ Dr senapati ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। Dr senapati youtube channel ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! This is Dr Shiba Prasad Senapati at present working at SCB medical College and hospital Cuttack making such health related videos on common health issues for public awareness and their treatment in odia language. Watch my videos Do like and share with your family members and friends Don't forget to subscribe our channel for more such videos. Thank you 🙏🙏