Перейти к содержимому

ଟ୍ୟୁସନ୍ ଯାଉଛୁ କହି ନିଖୋଜ ଥିବା ୩ ନାବାଳକ , ହେଲେ ଉଦ୍ଧାର ! BBSR 3 Missing Minors Rescued at Jagatsinghpur

Pratidin TV

0:00 / 0:00

ଟ୍ୟୁସନ୍ ଯାଉଛୁ କହି ନିଖୋଜ ଥିବା ୩ ନାବାଳକ , ହେଲେ ଉଦ୍ଧାର ! BBSR 3 Missing Minors Rescued at Jagatsinghpur

3 554 просмотра · 5 часов назад
Pratidin TV
1,76 млн подписчиков
3 554 просмотра · 5 часов назад
ଟ୍ୟୁସନ୍ ଯାଉଛୁ କହି ନିଖୋଜ ଥିବା ୩ ନାବାଳକ , ହେଲେ ଉଦ୍ଧାର l ରାଜଧାନୀର ସୀତାନାଥ ବସ୍ତି ଓ ଆଦର୍ଶ ବସ୍ତି ଅଞ୍ଚଳର ଏହି ତିନି ଜଣ ଛାତ୍ର (ଦୁଇ ଜଣ ନବମ ଶ୍ରେଣୀ ଓ ଜଣେ ସପ୍ତମ ଶ୍ରେଣୀର) ଗତ ରବିବାର ସନ୍ଧ୍ୟାରେ ଟ୍ୟୁସନ ଯିବାକୁ କହି ଘରୁ ବାହାରିଥିଲେ ମାତ୍ର ଆଉ ଘରକୁ ଫେରିନଥିଲେ। ପିଲାମାନଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବାରୁ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଥିଲା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ୩ ଜଣ ନାବାଳକ ଛାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଡିସିପି (DCP) ସରବଣା ବିବେକ ଏମ. ସୂଚନା ଦେଇଛନ୍ତି ଯେ ତିନି ନାବାଳକ—ସନ୍ତୋଷ ମହାନ୍ତି, ସୋମନାଥ ବେହେରା ଓ ବିସ୍ମୟ ସ୍ୱାଇଁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ଉଦ୍ଧାର କରାଯାଇଛି 3 Missing Bhubaneswar Minors Rescued from Jagatsinghpur #Bhubaneswar #Jagatsinghpur #OdishaNews #MinorsRescued #OdishaPolice #BreakingNews #ChildSafety Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha