Sajya Tyaga Tharu Soiba Prajyanta ll ସକାଳୁ ଉଠିବା ଠାରୁ ରାତିରେ ଶୋଇବା ଯାଏ କି ନୀତି ନିୟମ ମାନିବା
Sai pragnya Creation
0:00 / 0:00
Sajya Tyaga Tharu Soiba Prajyanta ll ସକାଳୁ ଉଠିବା ଠାରୁ ରାତିରେ ଶୋଇବା ଯାଏ କି ନୀତି ନିୟମ ମାନିବା
2 233 805 просмотров · 2 года назад
Sai pragnya Creation
683 тыс. подписчиков
2 233 805 просмотров · 2 года назад
Welcome to Sai Pragnya Creation Youtube Channel.
🙏#sajyatyagatharu #soibaparjyanta #kete #ritinitikatha #sudhijane #motivationalsong #manabadharmisong #ପ୍ରାଣାୟାମ
#karagrebasatelaxmi #karamadhyesaraswati #karamuletugobinda #prabhatekaradarsanam #samudrabasanedebi #parbatastanamandale #bisnupatninamastuvyam #padasparsamkhyamasume #ekatmatamantram #gayatrimantra #mangalaalati #pratahsmaranam #Saipragnyacreation #Pragnyashreenewsong #
Song : Sajya Tyaga Tharu Soiba Parjyanta
Singer : Pragnyashree Nayak
Lyricist :Golekha Bihari Nayak
Music : Priyadarshini Nayak
Edit By : Sudhansu Raut, G P Nayak
Copyright by : SAI PRAGNYA CREATION YOUTUBE CHANNELS 🙏🙏🙏
🙏Sai Pragnya Creation ଆପଣଙ୍କ ପାଇଁ ଏକ ସୁନ୍ଦର ଗୀତ ନେଇ ଆସିଛି ll ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ କେଉଁ କେଉଁ ନୀତି ନିୟମକୁ ମାନିଚଲିବl ଦରକାର ll ସକାଳୁ ବିଛଣାରୁ ଉଠିବା ଠାରୁ ଆରମ୍ଭ କରି ପୁଣି ରାତିରେ ବିଛଣାକୁ ଶୋଇବାକୁ ଯିବl ପର୍ଯ୍ୟନ୍ତ ଯେତେସବୁ କଥା ରହିଛି ll ଯେମିତିକି କିପରି ଉଠିବା, କିପରି ଗାଧୋଇବା, କିପରି ସୂର୍ଯ୍ୟଙ୍କୁ ପାଣି ଦେବା, କେତେବେଳେ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ନାହିଁ ଏବଂ ଏହାର କି ନିୟମ ସବୁ ରହିଛି ସେସବୁକୁ ନେଇ ଅତି ସୁନ୍ଦର ଭାବରେ ଲେଖିଛନ୍ତି ଆମର ପ୍ରିୟ ଗୁରୁଜୀ ଶ୍ରୀଯୁକ୍ତ ଗୋଲେଖ ବିହାରୀ ନାୟକ ଏବଂ ଏହାକୁ ଆହୁରି ସୁନ୍ଦର ଭାବରେ ଗାଇଛନ୍ତି ପ୍ରଜ୍ଞ୍ୟାଶ୍ରୀ ନାୟକ ll ବହୁତ ସୁନ୍ଦର ଲେଖା ଗୀତଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ନ ଜାଣିଥିବl କଥା ଜlଣନ୍ତୁ ll ଆହୁରି ନୂଆ ନୂଆ Story Sai Pragnya Creation ଆପଣଙ୍କ ପାଇଁ ବହୁତ ଜଲଦି ନେଇ ଆସିବ ll
/ PLZ / LIKE / SHARE /ygXm
BSCRIBE /
Thanks You For Your Love And Support.