Перейти к содержимому

ମୁଁ ଚୋରଣି ହେଲି କେମିତି , ଦଳୀୟ ଭେଦ ଭାବ ରଖି ମୋତେ ନିଲମ୍ବିତ କରାଯାଇଛି ! Teachers Protest in Bhubaneswar

Pratidin TV

0:00 / 0:00

ମୁଁ ଚୋରଣି ହେଲି କେମିତି , ଦଳୀୟ ଭେଦ ଭାବ ରଖି ମୋତେ ନିଲମ୍ବିତ କରାଯାଇଛି ! Teachers Protest in Bhubaneswar

8 517 просмотров · 16 часов назад
Pratidin TV
1,76 млн подписчиков
8 517 просмотров · 16 часов назад
ମୁଁ ଚୋରଣି ହେଲି କେମିତି , ଦଳୀୟ ଭେଦ ଭାବ ରଖି ମୋତେ ନିଲମ୍ବିତ କରାଯାଇଛି ! ମୁଁ ଶିକ୍ଷୟତ୍ରୀ ନା ଚୋରଣି ! ପିଲାଙ୍କୁ ପାଠ ପଢେଇ ଅସତୀ ହେଇଗଲି ! ଶିକ୍ଷାକ୍ଷେତ୍ରରେ ରାଜନୀତି କରାଯାଉଛି । ଦଳୀୟ ଭେଦ ଭାବ ରଖି ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ । ୩ ଦଫା ଦାବି ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ - କ୍ୟାଡ଼ର) ମହାସଂଘ ଗଣଧାରଣା ଦେଇଛନ୍ତି। ମୁଖ୍ୟ ଦାବି ଏକ୍ସ୍ - କ୍ୟାଡ଼ର ଉଚ୍ଛେଦ କରାଯାଉ , ଇନକ୍ରୀମେଣ୍ଟ ପ୍ରପ୍ୟାରୁ ବଞ୍ଚିତ ଶିକ୍ଷକଙ୍କୁ ଇନକ୍ରୀମେଣ୍ଟ ପ୍ରଦାନ କରାଯାଉ , ରହିଯାଇଥିବା ଗଣ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ କରାଯାଉ । ସରକାର ଦାବି ପୂରଣ ନ କରିବା ଯାଏ ରାଜରାସ୍ତାରେ ଉଠିବେନି ବୋଲି କହିଛନ୍ତି ଶିକ୍ଷକ । Teachers Protest in Bhubaneswar #OdishaTeachers #BhubaneswarProtest #TeachersStrike #TeachersDemand Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha