ଜନ୍ମାଷ୍ଟମୀ ରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ରବି ଫସଲ ପାଇଁ ଦେଲେ ଆଗୁଆ କିସ୍ତି ! CM mohan majhi CM KISAN money.
Pratidin TV
0:00 / 0:00
ଜନ୍ମାଷ୍ଟମୀ ରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ରବି ଫସଲ ପାଇଁ ଦେଲେ ଆଗୁଆ କିସ୍ତି ! CM mohan majhi CM KISAN money.
3 072 просмотра · 10 часов назад
Pratidin TV
1,76 млн подписчиков
3 072 просмотра · 10 часов назад
ଜନ୍ମାଷ୍ଟମୀ ରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ରବି ଫସଲ ପାଇଁ ଦେଲେ ଆଗୁଆ କିସ୍ତି ! ଓଡ଼ିଶା ସରକାର ସିଏମ୍-କିଷାନ (CM-KISAN) ଯୋଜନାର ପଞ୍ଚମ କିସ୍ତି ଜାରି କରିଛନ୍ତି, ଯେଉଁଥିରେ ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି (DBT) ମାଧ୍ୟମରେ ୮୩୩ କୋଟିରୁ ଅଧିକ ଟଙ୍କା ସିଧାସଳଖ ପଠାଯାଇଛି।ଭୁବନେଶ୍ୱରର ଓୟୁଏଟି (OUAT) ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି। ଏହି କିସ୍ତି ଅଧୀନରେ ୨୦୨୬-୨୭ ରବି ଋତୁ ପାଇଁ ଛୋଟ, ନାମମାତ୍ର, ଭୂମିହୀନ ଏବଂ ପିଭିଟିଜି (PVTG) ଶ୍ରେଣୀର ଚାଷୀ ପରିବାରକୁ ୨,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଛି। CM mohan majhi CM KISAN money.
#CMKISAN #CMKisanOdisha #OdishaFarmers #MohanCharanMajhi #OdishaGovernment
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha