Перейти к содержимому

ବିକ୍ରମ ପଣ୍ଡା ବିରୋଧରେ ପୋଲିସ ପ୍ରମାଣ ଗଲା କୁଆଡେ ? How Bikram Panda got bail if guilty in Pitabas case.

Pratidin TV

0:00 / 0:00

ବିକ୍ରମ ପଣ୍ଡା ବିରୋଧରେ ପୋଲିସ ପ୍ରମାଣ ଗଲା କୁଆଡେ ? How Bikram Panda got bail if guilty in Pitabas case.

9 963 просмотра · 10 часов назад
Pratidin TV
1,76 млн подписчиков
9 963 просмотра · 10 часов назад
ବିକ୍ରମ ପଣ୍ଡା ବିରୋଧରେ ପୋଲିସ ପ୍ରମାଣ ଗଲା କୁଆଡେ ? ଆଡଭୋକେଟ୍ ପିତାବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗିରଫ ସମୟରେ ପୋଲିସ ଆଇନଗତ ପ୍ରକ୍ରିୟା ଠିକ୍ ଭାବେ ପାଳନ କରିନଥିବାରୁ ଏବଂ ଅଭିଯୁକ୍ତଙ୍କୁ ଗିରଫଦାରୀର ସଠିକ୍ କାରଣ ଦର୍ଶାଇ ନଥିବାରୁ କୋର୍ଟ ଏହି ଗିରଫଦାରୀକୁ ବେଆଇନ ଘୋଷଣା କରି ଜାମିନ ମଞ୍ଜୁର କରିଛନ୍ତି। ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜାମିନ ମିଳିବାର ଅର୍ଥ ସେ ନିର୍ଦ୍ଦୋଷ ପ୍ରମାଣିତ ହେବା ନୁହେଁ। How Bikram Panda got bail if guilty in Pitabas case. #BikramPanda #PitabasPandaCase #OrissaHighCourt #BerhampurNews #OdishaNews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha