Перейти к содержимому

ଶିଶୁକୁ ଜ୍ୱର, ଥଣ୍ଡା, କାଶ, ତରଳ ଝାଡ଼ା – କାରଣ ଓ ଚିକିତ୍ସା | Dr Ranjit Kumar Joshi on Common Child Diseases

Swasthya Plus Odia

0:00 / 0:00

ଶିଶୁକୁ ଜ୍ୱର, ଥଣ୍ଡା, କାଶ, ତରଳ ଝାଡ଼ା – କାରଣ ଓ ଚିକିତ୍ସା | Dr Ranjit Kumar Joshi on Common Child Diseases

200 930 просмотров · 6 л. назад
Swasthya Plus Odia
807 тыс. подписчиков
200 930 просмотров · 6 л. назад
#ChildDiseases #DoctorAdvice #OdiaHealthTips ଛୋଟ ପିଲାଙ୍କଠାରେ ଦେଖାଯାଉଥିବା ରୋଗ ମଧ୍ୟରେ ଥଣ୍ଡା, କାଶ ଓ ଜ୍ୱର ହେଉଛି ଅତି ସାଧାରଣ। ସାମାନ୍ୟ ଋତୁ ପରିବର୍ତ୍ତନ ହେଲେ ଛୋଟ ପିଲାଙ୍କୁ ଥଣ୍ଡା, କାଶ ଓ ଜ୍ୱର ମାଡ଼ି ବସେ। ହେଲେ ଏହାକୁ ନେଇ ମା’ମାନେ ଅଧିକ ଚିନ୍ତିତ ହୋଇପଡ଼ନ୍ତି। ସେହିପରି ଶିଶୁମାନଙ୍କୁ ତରଳ ଝାଡ଼ା ହେବା ଅନ୍ୟ ଏକ ଗୁରୁତର ରୋଗ। ଆସନ୍ତୁ ଶିଶୁ ମାନଙ୍କଠାରେ ଦେଖାଯାଉଥିବା ଏହି ରୋଗର କାରଣ ଓ ନିରାକରଣ ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ଶିଶୁର ଜ୍ୱର, ଥଣ୍ଡା, କାଶ ରୋଗର ଚିକିତ୍ସା (0:00) ଶିଶୁର ତରଳ ଝାଡ଼ା ରୋଗର ଚିକିତ୍ସା (4:03) ଶିଶୁର ଶ୍ୱାସ ସଂକ୍ରମଣର ଚିକିତ୍ସା (9:17) Colds, coughs, and fevers are most common among children. With minor seasonal changes, young children may experience colds, coughs, and fevers. Parents are more worried about it. Similarly, diarrhea in children is another serious disease. Let's find out more from Dr Ranjit Kumar Joshi, a paediatrician, about the causes and treatment of these common diseases in children. In this video, Treatment of Fever, Cold, and Cough in a Child (0:00) Treatment of Diarrhea in a Child (4:03) Treatment of Infant Respiratory Infections (9:17) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍‌ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!