Jharao Ashisa Odia Christian Song with Lyrics
DeepakKing
0:00 / 0:00
Jharao Ashisa Odia Christian Song with Lyrics
8 637 просмотров · 3 года назад
DeepakKing
9,85 тыс. подписчиков
8 637 просмотров · 3 года назад
Jharao ashisa, (ଝରାଅ ଆଶିଷ ) New odia christian song with lyrics
https://deepakkinglyrics.blogspot.com/2023...
Lyrics:- Jharao Ashisa Aamo mona mandire
ଝରାଅ ଆଶିଷ
ଆମୋ ମୋନ ମନ୍ଦିରେ
ଝରି ଯାଉ ଜାଗରଣ
ପ୍ରତି ମୋନ ଆତ୍ମା ରେ (୨ଥର)
ଅଶାନ୍ତ ପୃଥିବୀ ବକ୍ଷରେ
ତମସାର ଘେରରେ (୨ଥର)
ହାରିଯାଏରେ ମାନବ
ଜୀବନର ସଂଗ୍ରାମରେ (୨ଥର)
ଡାକୁଛି ପୂର୍ଣ୍ଣ ହୃଦୟେ
ବିନତି ଶୁଣ ବାରେ (୨ଥର)
ପ୍ରତିଜ୍ଞାତ ଆଶିଷ ଧାରା
ଢାଳ ସବୁରି ଉପରେ (୨ଥର)
ଅଭିଷେକ କର ସେ ଅଗ୍ନୀ
ଜଳାଆ ପ୍ରତି ପ୍ରାଣରେ (୨ଥର)
ସମର୍ପୁଛି ହେ ଜୀବନ
ତୋଳି ନିଅ ବାହୁରେ (୨ଥର)