Перейти к содержимому

ଧନ୍ୟବାଦ ପାଅ ପ୍ରଭୂ ତମେ ପୂଜା ପାଅ ମହିମା ଯୀଶୁ ନାମେ ମହିମା ସ୍ତୁତି ଆରଧନା ହୋ... Full video lyrics youtube

Raj kumar

0:00 / 0:00

ଧନ୍ୟବାଦ ପାଅ ପ୍ରଭୂ ତମେ ପୂଜା ପାଅ ମହିମା ଯୀଶୁ ନାମେ ମହିମା ସ୍ତୁତି ଆରଧନା ହୋ... Full video lyrics youtube

91 376 просмотров · 7 месяцев назад
Raj kumar
989 подписчиков
91 376 просмотров · 7 месяцев назад
ଧନ୍ୟବାଦ ପାଅ ପ୍ରଭୂ ତମେ ପୂଜା ପାଅ ମହିମା ଯୀଶୁ ନାମେ ମହିମା ସ୍ତୁତି ଆରଧନା ହୋ... Full video lyrics youtube #odia #song #trending #odiasong #ଓଡିଆ #ଖ୍ରୀଷ୍ଟୀୟାନ #ୟୁଟ୍ୟୁବ Lyrics || ଧନ୍ୟବାଦ ପାଅ ପ୍ରଭୂ ତମେ ପୂଜା ପାଅ (୨) ମହିମା ଯୀଶୁ ନାମେ ମହିମା ସ୍ତୁତି ଆରଧନା ହୋ....(୨) ଧନ୍ୟବାଦ ପାଅ ପ୍ରଭୁ ତମେ ପୂଜା ପାଅ (୨) ସାରା ଜଗତର ପ୍ରଭୁ ତୁମେ ତମେ ଯୀଶୁ ରାଜନ ମାନବ ଜାତି ର ମୁକ୍ତି ତୁମେ ହେ ଈଶ୍ୱର ନନ୍ଦନ ହୋ...ହୋ...ହୋ (୨) ରାଜା ମାନଙ୍କର ରାଜା ତୁମେ ତମେ ଧର୍ମମୟ (୨) ମହିମା ଯୀଶୁ ନାମେ ମହିମା ସ୍ତୁତି ଆରଧନା (୨) ଧନ୍ୟବାଦ ପାଅ ପ୍ରଭୂ ତମେ ପୂଜା ପାଅ (୨) ପ୍ରଶଂସା ସଜାଇବି ମୁଁ ମୋ ତ୍ରାଣକର୍ତ୍ତାଙ୍କର ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ ମୁଁ ତାଙ୍କ ଅନୁଗ୍ରହ ର ହୋ..ହୋ...ହୋ.. (୨) ପ୍ରଭୁ ମାନଙ୍କର ପ୍ରଭୁ ତମେ ଧର୍ମମୟ (୨) ମହିମା ଯୀଶୁ ନାମେ ମହିମା ସ୍ତୁତି ଆରଧନା (୨) ଧନ୍ୟବାଦ ପାଅ ପ୍ରଭୂ ତମେ ପୂଜା ପାଅ (୨) ଓଡ଼ିଆ ଭିଡିଓ ୟୁଟ୍ୟୁବ ଏଡିଟିଙ୍ଗ ଲେଖିବା ସହିତ ତୃପ୍ତି ମନ ଦେଇ ଏହି ଖ୍ରୀଷ୍ଟୀୟାନ ଗୀତ ଆପଣ ଲେଖାଟି ବହୁତ ଭଲ ଲାଗିବ ଶୁଣିବାକୁ ବହୁତ ଭଲ ଲାଗିବ ✝️ 🎶 🙏 ଖ୍ରୀଷ୍ଟୀୟାନ ଗୀତ ଯୀଶୁଙ୍କର ଗୀତ ରଚନା