Перейти к содержимому

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ରାୟଗଡ ଆସିବେ ? ରାୟଗଡରେ ଗର୍ଜିବ ପିସିସି

GTV BHARAT ODIA

0:00 / 0:00

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ରାୟଗଡ ଆସିବେ ? ରାୟଗଡରେ ଗର୍ଜିବ ପିସିସି

4 201 просмотр · 18 часов назад
GTV BHARAT ODIA
27 тыс. подписчиков
4 201 просмотр · 18 часов назад
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ରାୟଗଡ ଆସିବେ ? ରାୟଗଡରେ ଗର୍ଜିବ ପିସିସି #OdishaCongress#RayagadaNews#MMDRAct2026 #SaptagiriUlaka#KadrakaApalaswamy#CongressProtest#odishapolitics ରାୟଗଡ଼ ସର୍କିଟ ହାଉସଠାରେ ଜିଲ୍ଲା କଂଗ୍ରେସ ସଭାପତି ହରିଶ ପଟ୍ଟନାୟକ ଓ ବିଧାୟକ କାଡ୍ରାକା ଆପାଲସ୍ବାମୀଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ବିବାଦୀୟ ଏମଏମଡିଆର (MMDR) ଆକ୍ଟ ୨୦୨୬ ବିରୋଧରେ ସେପ୍ଟେମ୍ବର ୨୧ ତାରିଖରେ ଏକ ବିଶାଳ ରାଜ୍ୟସ୍ତରୀୟ ପ୍ରତିବାଦ ଶୋଭାଯାତ୍ରା ଓ ଜନସମାବେଶ ଆୟୋଜିତ ହେବ। ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ଓ ଡକ୍ଟର ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦେଇ କହିଛନ୍ତି ଯେ, ଏହି ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ଡିଏମଏଫ୍ (DMF) ଫଣ୍ଡ ପ୍ରଭାବିତ ହେବ, ଯାହା ଓଡ଼ିଶାର ବିକାଶରେ ବାଧା ସୃଷ୍ଟି କରିବ। ପୂର୍ବାହ୍ନ ୧୧:୩୦ରେ ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପରେ କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଦଯାତ୍ରା କରାଯାଇ ଦାବିପତ୍ର ପ୍ରଦାନ କରାଯିବ। ପରେ ହୋଟେଲ ତେଜସ୍ୱୀ ପଡ଼ିଆରେ ୨୦ ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ନେଇ ସଭା ଅନୁଷ୍ଠିତ ହେବ। Hello, friends & respected, welcome to Gtv Bharat Odia. I Sri. Ramdas Lima, by profession a journalist & a content creator, have create a Digital Media & YouTube news channel under the name of GTV BHARAT ODIA. We publish day-to-day news, views, content, images, video, Exclusive Ground Reports & Interviews, Breaking News from Odisha, India & Around the World, debate, public opinion, regional & Political Updates, Business, Education & Career News, Entertainment, Global Affairs, Sports news, podcast & Live Streaming. We are collecting images & some video clippings from other social media & direct from the field or ground zero. Then we are editing the collected content, video, images & publishing it on our channel for public information & awareness. Please Subscribe to our YouTube news channel Gtv Bharat Odia #gtvbharatodia Please use WhatsApp No.7978372557 for news and information ନମସ୍କାର, ଆପଣଙ୍କ ଭଲପାଇବା ଓ ଉତ୍ସାହ କରିବା ଆମପାଇଁ ବରଦାନ | ଆପଣଙ୍କ ସହଯୋଗ ଓ ସହାନୁଭିତିରୁ ଆମେ ଏକ ମାଇଲଖୁଣ୍ଟ ଅତିକ୍ରମ କରିବା ଦିଗରେ ଅଗ୍ରସର | ଭିଡିଓଟିକୁ ଶେଷଯାଏଁ ଦେଖନ୍ତୁ ! ୟୁଟୁବ୍ ଚାନେଲ GTV BHARAT ODIAକୁ ସବସ୍କ୍ରାଇବ କରନ୍ତୁ ଫେସବୁକ୍ ପେଜ୍ "ଜିଟିଭି ଭାରତ ଓଡିଆ"କୁ ଲାଇକ୍ କରନ୍ତୁ ଟ୍ଯୁଟର ପେଜ୍ କୁ ସର୍ଚ କରନ୍ତୁ ଇଣ୍ଟାଗ୍ରାମ୍ ପେଜ୍ କୁ ଫୋଲ କରନ୍ତୁ ଅଧିକ ଖବର ପାଇଁ www.gtvbharat.com କୁ ଲଗ୍ ଇନ୍ କରନ୍ତୁ ବିଜ୍ଞାପନ ପ୍ରକାଶ ପାଇଁ ଯୋଗାଯୋଗ କରନ୍ତୁ: imnnewsodisha.live@gmail.com https://www.facebook.com/profile.php?...    / @gtvbharatodia     / imnnewsodishal1   https://www.gtvbharat.com   / gtvbharat.com21