Перейти к содержимому

ଭୁବନେଶ୍ୱରରେ ୨୦ ଟଙ୍କାରେ ପଖାଳ || Rabi Bhai Pakhala || Odisha || ‪@SatyajitRoutVlogs‬

Satyajit Rout Vlogs

0:00 / 0:00

ଭୁବନେଶ୍ୱରରେ ୨୦ ଟଙ୍କାରେ ପଖାଳ || Rabi Bhai Pakhala || Odisha || ‪@SatyajitRoutVlogs‬

11 952 просмотра · 3 г. назад
Satyajit Rout Vlogs
823 подписчика
11 952 просмотра · 3 г. назад
ମାନବିକତାର ପରିଚୟ ଦେଉଛନ୍ତି ରବି ଭାଇ। ଆଜିର ମହଙ୍ଗା ଦୁନିଆରେ ସେ ଦିନମଜୁରିଆଙ୍କ ପେଟର କଥା ବୁଝୁଛନ୍ତି। ଭୁବନେଶ୍ୱର କଳ୍ପନା ଛକରେ ଗତ ୨୫ ବର୍ଷ ଧରି ଦୋକାନ କରି ଅଳ୍ପ ଟଙ୍କାରେ ଖାଇବାକୁ ଦେଉଛନ୍ତି ପଖାଳ। ପ୍ରଥମେ ଗୋଟିଏ ପଖାଳ କଂସାର ମୂଲ୍ୟ ୫ଟଙ୍କା ଥିବାବେଳେ ଏହା ଏବେ ୨୦ ଟଙ୍କାରେ ପହଁଚିଛି। ରବି ଭାଇ ଲାଭ କରିବାକୁ ମନ ନ ବଳେଇ ଗରିବଙ୍କ ଦୁଃଖ ବୁଝୁଛନ୍ତି। ସ୍ୱାର୍ଥପର ଦୁନିଆରେ ମହାନ ମଣିଷ ରବି ଭାଇଙ୍କୁ ହୃଦୟରୁ ଧନ୍ୟବାଦ। #odisha #bhubaneswar #rabibhaipakhala #odishanews #odishafoods #odishafoodgallery #odia #odiafood #odiaculture #odiapakhala #odiavlog #odiafoodvlogs #bhubaneswarvlogs #odishatourism #pakhaladibasa #satyajitroutvlogs #odiashorts #odishanews #odia #ilovepakhala #ପଖାଳ #ଓଡ଼ିଆଖାଦ୍ୟ #ଭୁବନେଶ୍ୱର #ରବିଭାଇପଖାଳ #ଓଡ଼ିଆଭିଡିଓ #ଓଡ଼ିଆଖବର #ଓଡ଼ିଆspecialvlog #odishatourism #odishalike #pakhaladibasa #pakhalaeating #pakhalabhata #pakhalarecipe