Перейти к содержимому

ଗଛରେ ଲାଗିଛି ପକ୍ଷୀଙ୍କ ମେଳା || BADA KHABAR TV

BADA KHABAR TV

0:00 / 0:00

ଗଛରେ ଲାଗିଛି ପକ୍ଷୀଙ୍କ ମେଳା || BADA KHABAR TV

57 просмотров · 17 часов назад
BADA KHABAR TV
102 тыс. подписчиков
57 просмотров · 17 часов назад
#ଓସ୍ତ_ଓ_ବର_ଗଛରେ_ଲାଗିଛି_ପକ୍ଷୀଙ୍କ_ମେଳା #ବିନା_ନିମନ୍ତ୍ରଣରେ_ଶ୍ରବାଣରେ_ଆସନ୍ତି_ଶୀତ_ଆସିଲେ_ଚାଲିଯାଆନ୍ତି ଯେଉଁ ଗଛକୁ ମଣିଷ ଭୁଲେ, ତାକୁ ମନେ ରଖନ୍ତି ପକ୍ଷୀ...କେନ୍ଦ୍ରାପଡ଼ାର ୩ଟି ପୁରୁଣା ଗଛରେ ହଜାର ହଜାର ପକ୍ଷୀଙ୍କ ଆଶ୍ରୟ...ପାଟକୁରା ଚାକୁଣ୍ଡା, ମାର୍ଶାଘାଇ ଓସ୍ତ ଓ ଗୋପ ଛକ ବର ଗଛରେ ଲାଗିଛି ପକ୍ଷୀଙ୍କ ମେଳା...ଶ୍ରାବଣ ଆସିଲେ ବିନା ନିମନ୍ତ୍ରଣରେ ଆସନ୍ତି...ଶୀତ ଆରମ୍ଭରୁ ନୀରବରେ ଚାଲିଯାଆନ୍ତି...ବିଶାଳ ଗଛର ସୁରକ୍ଷା ଓ ଗହଗା ପାଟରୁ ସହଜରେ ମିଳୁଛି ଆହାର...ଗତ ୧୫-୨୦ ବର୍ଷ ହେଲା ଚାଲିଛି ପରମ୍ପରା... ମନ ମୋହୁଛି ସନ୍ଧ୍ୟାର କିଚିରି-ମିଚିରି ଶବ୍ଦ #Patakura #BirdSanctuary #NatureLovers #Kendrapara #MigratoryBirds #OdishaNature #BadaKhabar #badakhabaratv ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ Stay tuned for all the breaking news in Odia ! Visit Our Website https: https://badakhabar.in/ Watch Live: https://badakhabar.in/live-tv/ YouTube: @BadakhabarNews Facebook: @badakhabarofficial/ Twitter: @badakhabarnews/ Instagram: @badakhabarnews/