ଏଥର ତୋରଣର ନାମ ରହିବ ଜଗତ ଜନନୀ ମନ୍ଦିର, ଆସିବେ ବଲିଉଡ ସୁପରଷ୍ଟାର ଗୋବିନ୍ଦା l Jharapada Durga Puja Samiti
Pratidin TV
0:00 / 0:00
ଏଥର ତୋରଣର ନାମ ରହିବ ଜଗତ ଜନନୀ ମନ୍ଦିର, ଆସିବେ ବଲିଉଡ ସୁପରଷ୍ଟାର ଗୋବିନ୍ଦା l Jharapada Durga Puja Samiti
624 просмотра · 2 дня назад
Pratidin TV
1,77 млн подписчиков
624 просмотра · 2 дня назад
ଝାରପଡା ମେଳଣ ପଡିଆ ତୋରଣର ନାମ ରହିବ ଜଗତଜନନୀ ମନ୍ଦିର, ଆସିବେ ବଲିଉଡ ସୁପରଷ୍ଟାର ଗୋବିନ୍ଦା l ଚଳିତବର୍ଷ ଝାରପଡା ଦୁର୍ଗାପୂଜା ସମିତି ୧୬ତମ ଶାରଦୀୟ ଦୁର୍ଗୋତ୍ସବ ପାଳନ କରିବ । ଏ ନେଇ ସମିତିର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତାଙ୍କ ସମୂହ ସହଯୋଗରେ ପ୍ରାକ୍ ପୂଜା ପ୍ରସ୍ତୁତି ଜାରି ରହିଛି I ତୋରଣ- ଏ ବର୍ଷ ମଧ୍ୟ କିଛି ନୂଆଁ ଓ ଅଧିକ ଆକର୍ଷଣୀୟ ପାଇଁ ଆମର ଯୋଜନା ରହିଛି | ଝାରପଡା ମେଳଣ ପଡିଆରେ ୧୦୦ ଫୁଟ୍ ଲମ୍ବ ଓ ୧୩୦ ଫୁଟ୍ ଓସାର ତୋରଣରେ ସ୍ଥାନ ପାଇବ ଏହି ତୋରଣଟି କାଳ୍ପନିକ ଭାବରେ ଜଗତଜନନୀ ମନ୍ଦିର ନାମରେ ନାମିତ କରାଯାଇ ମା' ଦୁର୍ଗାଙ୍କୁ ଆବାହନ କରାଯିବ। Jharapada Durga Puja Samiti, Jharapada, Bhubaneswar
#JharpadaDurgaPuja #JharpadaPujaSamiti #BhubaneswarDurgaPuja #OdishaFestivals #DurgaPujaBhubaneswar #MelanaGroundBhubaneswar #OdishaCulture #MaaDurga
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha