Перейти к содержимому

ପଥପ୍ରାନ୍ତ ନାଟକ "ନାରୀର ଶିକ୍ଷା, ସମାଜର ଦୀକ୍ଷା" by- Govt Higher Secondary School, Ulikupa, Kalahandi

Siku Bal

0:00 / 0:00

ପଥପ୍ରାନ୍ତ ନାଟକ "ନାରୀର ଶିକ୍ଷା, ସମାଜର ଦୀକ୍ଷା" by- Govt Higher Secondary School, Ulikupa, Kalahandi

790 просмотров · 4 дн. назад
Siku Bal
162 подписчика
790 просмотров · 4 дн. назад
ସେବା ସଂକଳ୍ପ ଅଭିଯାନ- 2026 🏫 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଲିକୁପା, କଳାହାଣ୍ଡି 📍 ସ୍ଥାନ: ପ୍ରାଥମିକ ବିଦ୍ୟାଳୟ, ପରାବାଙ୍ଗୀ ଗ୍ରାମ🎓 ଅଂଶଗ୍ରହଣକାରୀ: ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ “ନାରୀ ର ଶିକ୍ଷା , ସମାଜ ର ଦୀକ୍ଷା.. ” ସେବା ସଂକଳ୍ପ ଅଭିଯାନ ଅବସରରେ ଆମ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ପରାବାଙ୍ଗୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ନାରୀ ଶିକ୍ଷା ଓ ମହିଳା ସଶକ୍ତୀକରଣ ଉପରେ ଏକ ସଚେତନତାମୂଳକ ରାସ୍ତା ନାଟକ ପରିବେଷଣ କରିଥିଲେ। 👏 ବିଶେଷ ଶ୍ରେୟ: ନିଜର ଅଭିନୟ, ଉତ୍ସାହ, ସମର୍ପଣ ଓ ସାମାଜିକ ଦାୟିତ୍ୱବୋଧ ପାଇଁ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ। 💐 ଏହି କାର୍ଯ୍ୟକ୍ରମର ଯୋଜନା, ମାର୍ଗଦର୍ଶନ ଓ ସଫଳ ରୂପାୟଣରେ ଅମୂଲ୍ୟ ଅବଦାନ ପାଇଁ ବିଦ୍ୟାଳୟର ସମସ୍ତ ସ୍ନାତକୋତ୍ତର ଶିକ୍ଷକ (Post Graduate Teachers) ମାନଙ୍କୁ ଆନ୍ତରିକ କୃତଜ୍ଞତା। ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଶିକ୍ଷକମାନଙ୍କ ନିଷ୍ଠାପର ମାର୍ଗଦର୍ଶନର ଏହି ସମନ୍ୱୟ ଆମ ବିଦ୍ୟାଳୟ ପାଇଁ ଗର୍ବର ବିଷୟ। ଆମର ସଂକଳ୍ପ — ଶିକ୍ଷିତ ନାରୀ, ସଶକ୍ତ ସମାଜ... ଭିଡିଓଟିକୁ Like, Share ଓ Subscribe କରି ସଚେତନତାର ବାର୍ତ୍ତାକୁ ଆଗକୁ ପହଞ୍ଚାନ୍ତୁ। #SevaSankalpAbhiyaan2026 #GHSSUlikupa #kalahandi #Parabangi #womeneducation #womenempowerment #streetplay #studentparticipation #PGTTeachers #ନାରୀଶିକ୍ଷା #ମହିଳାସଶକ୍ତୀକରଣ